ଆଜି ୧୦୬୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୯୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬୩୭ ଓ ସ୍ଥାନୀୟ ସଂକ୍ରମିତ ୪୫୯ ରହିଛନ୍ତି। ଅନୁଗୁଳ ଜିଲାରୁ ୪୦, ବାଲେଶ୍ୱର ୭୭, ବରଗଡ ୧୧, ଭଦ୍ରକ ୨୧, ବଲାଙ୍ଗୀର ୭, କଟକରୁ ୯୨ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦେବଗଡରୁ ୧, ଢେଙ୍କାନାଳ ୯, ଗଜପତି ୪, ଗଞ୍ଜାମ ୫, ଜଗତସିଂହପୁର ୫୮, ଯାଜପୁର ୬୮ ଓ ଝାରସୁଗୁଡାରୁ ୫ ଜଣ ଚିହ୍ନଟ ହୋଇଛନ୍ତି।
ଏହି ସମୟ ମଧ୍ୟରେ କଳାହାଣ୍ଡିରୁ ୩, କନ୍ଧମାଳ ୧୭, କେନ୍ଦ୍ରାପଡା ୩୬, କେନ୍ଦୁଜର ୧୩, ଖୋର୍ଦ୍ଧା ୩୮୯, କୋରାପୁଟ ୭, ମାଲକାନଗିରି ୪, ମୟୁରଭଞଜ୍ରୁ ୩୨ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ନୟାଗଡ ୨୯, ନୂଆପଡା ୨, ପୁରୀ ୪୮, ରାୟଗଡା ୬, ସମ୍ବଲପୁର ୮, ସୋନପୁର ୨, ସୁନ୍ଦରଗଡ ୨୦ ଓ ଷ୍ଟେଟପୁଲରୁ ୮୨ ଜଣ ଚିହ୍ନଟ ହୋଇଛନ୍ତି। ଦିନକ ମଧ୍ୟରେ ୧୫୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ରାଜ୍ୟରେ୧୨୪୮୦ ସକ୍ରିୟ ସଂକ୍ରମିତ ରହିଛନ୍ତି।

Share

Leave a Reply

Your email address will not be published. Required fields are marked *

6 − four =