ଜ୍ୱାଇଁକୁ ପିଟି ପିଟି ହତ୍ୟା

ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଚାବ୍ରିପାଲି ଗାଁରେ ଅଭାବନୀୟ ଘଟଣା । ଶ୍ୱଶୁର ଘର ଲୋକେ ଜ୍ବାଇଁକୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏପରିକି ହତ୍ୟା ଚପାଇବାକୁ ଶ୍ୱଶୁର ଘର ଲୋକେ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଜ୍ୱାଇଁ ରୁଦ୍ର ମେହେରଙ୍କ ମୃତଦେହ ଜରି ବସ୍ତାରୁ ଉଦ୍ଧାର ହୋଇଛି । ବସ୍ତାରେ ମୃତଦେହ ରଖି ଭ୍ୟାନରେ ଫିଙ୍ଗିବା ଉଦ୍ୟମ ବିଫଳ ହୋଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

Share

Leave a Reply

Your email address will not be published. Required fields are marked *

nine + sixteen =