ପୁରୀରେ ଉନ୍ନୟନମୂଳକ କାମର ତଦାରଖ କଲେ ୫-ଟି ସଚିବ

ପୁରୀ () ୫-ଟି ସଚିବ ଭି.କେ ପାଣ୍ଡିଆନ ଆଜି ପୁରୀ ଗସ୍ତ କରିଛନ୍ତି । ପୁରୀରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ ।

ପୁରୀ ସ୍ୱର୍ଗଦ୍ୱାର, ଗୋଲଡେନ ବିଚ୍ ଓ ଗୋଶାଳ ବୁଲି ଚାଲିଥିବା ବିଭିନ୍ନ ଉନ୍ନୟନ ଓ ଆଧୁନିକୀକରଣ କା ର୍ଯ୍ୟର ସମୀକ୍ଷା କରିଛନ୍ତି ୫-ଟି ସଚିବ । ପାଣ୍ଡିଆନଙ୍କ ସହ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ,ଏସପି ଅଖିଳେଶ ସିଂହ ଓ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ପ୍ରମୁଖ ଉପସ୍ଥିତ ରହି ଉନ୍ନୟନମୂଳକ କାମର ତଦାରଖ କରିଛନ୍ତିା

Share

Leave a Reply

Your email address will not be published. Required fields are marked *

two × 1 =