ଜଳିଗଲା ୩୦ ବଖରା ଘର

ସୋରଡା ଥାନା ବ୍ରହ୍ମଣଦେବୀ ଗାଁରେ ଅଗ୍ନକାଣ୍ଡ । ଜଳିଗଲା ୧୧ ପରିବାରର ୩୦ ବଖରା ଘର । ନିଆଁ କେଉଁ କାରଣ ପାଇଁ ଲାଗିଲା ତାହା ଏବେ କିଛି ଜଣାପଡିନାହିଁ । ଅଗ୍ନିଶମ ବାହିନି ଦ୍ୱାରା ନିଆଁ ଲିଭା ଉଦ୍ୟମ ଜାରି ରହିଛି ।

Share

Leave a Reply

Your email address will not be published. Required fields are marked *

13 + fourteen =