ଆଜି ୪ ଘଣ୍ଟା ଦର୍ଶନ ବନ୍ଦ

ଆଜି ଶ୍ରୀ ମନ୍ଦିରରେ ମହାପ୍ରଭୁଙ୍କ ବାମନ ଜନ୍ମ ନୀତି । ଆଜି ପବିତ୍ର ସୁନିଆଁ ଉତ୍ସବ । ସନ୍ଧ୍ୟାରେ ଗଜପତିଙ୍କ ଶ୍ରୀନଅର ରେ ପାଳିତ ହେବ ସୁନିଆଁ ଉତ୍ସବ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କର ଆଜିଠୁ ୬୫ ଅଙ୍କ ଆରମ୍ଭ । ମଧ୍ୟାହ୍ନ ଧୂପ ବଢିବା ପରେ ନୀତି ଆରମ୍ଭ ହେବ । ଅପରାହ୍ନ ୫ଟାରୁ ରାତି ୯ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ।

Share

Leave a Reply

Your email address will not be published. Required fields are marked *

9 + 2 =