ରୋହିତ ଓ ରାହୁଲଙ୍କ ଅର୍ଦ୍ଧଶତକ

ରାହୁଲ ଏବଂ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକ ସହ ଏକ ବିଶାଳ ସ୍କୋର ଅଭିମୁଖେ ଆଗକୁ ବଢୁଛି ଟିମ୍ ଇଣ୍ଡିଆ । ଚଳିତ ବିଶ୍ୱକପରେ ଉଭୟ ରାହୁଲ ଓ ରୋହିତଙ୍କ ଏହା ଦ୍ୱିତୀୟ ଅର୍ଦ୍ଧଶତକ । ରୋହିତ୍ ୪୫ ବଲରେ ଏବଂ ରାହୁଲ୍ ୫୭ ବଲରେ ଅର୍ଦ୍ଧଶତକ ପୂରଣ କରିଛନ୍ତି । ଦୁହିଁଙ୍କ ଦମଦାର ବ୍ୟାଟିଂ ବଳରେ ଭାରତର ସ୍କୋର ୧୭.୨ ଓଭରରେ ୧୦୦ ଅତିକ୍ରମ କରିଛି ।

ଭାରତ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ତେବେ ଆରମ୍ଭରୁ ହିଁ ଦମଦାର ବ୍ୟାଟିଂ ଜାରି ରଖିଛି ଭାରତ ।

Share

Leave a Reply

Your email address will not be published. Required fields are marked *

7 − 3 =