ଉଦ୍‌ଘାଟିତ ହେଲା ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶ ସୁଲତାନ୍ପୁରରେ ଏକ୍ସପ୍ରେସ ୱେ ର ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ ମୋଦୀ । ଉଦ୍ଘାଟନ ଅବସରରେ ପୂର୍ବାଞ୍ଚଳବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ଭୋଧନ । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ହେବ ଉତ୍ତରପ୍ରଦେଶ ବିକାଶର ଏକ୍ସପ୍ରେସ୍ ବୋଲି ମୋଦି କହିଛନ୍ତି । ଏଥିସହିତ ପୁର୍ବାଞ୍ଚଳ ଏକ୍ସପ୍ରେସ ୱେରୁ ଲକ୍ଷ୍ୟ କରିହେବ ଉତ୍ତରପ୍ରଦେଶର ସାମର୍ଥ୍ୟ । ଏହା ଆଧୁନିକ ଉତ୍ତରପ୍ରଦେଶର ପ୍ରତିବିମ୍ବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ପ୍ରଧାନମନ୍ତ୍ରୀ ଉକ୍ତି ପ୍ରକାଶ କରିଛନ୍ତି । ପୂର୍ବାଞ୍ଚଳ ଏକ୍ସପ୍ରେସ ୱେ ଯୋଗୁଁ ବାୟୁସେନାର ସାମର୍ଥ୍ୟ ବଢ଼ିଛି ବୋଲି ମଧ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

5 × 4 =