କଂଗ୍ରେସର ଆଉ 7 ଲୋକସଭା ଓ 20 ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର () ଆଜି କଂଗ୍ରେସ 7ଟି ଲୋକସଭା ଓ 20 ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି । ପୁରୀରୁ ସତ୍ୟ ପ୍ରକାଶ ନାୟକ, କେନ୍ଦ୍ରାପଡାରୁ ଧରଣୀଧର ନାୟକ, ଢେଙ୍କାନାଳରୁ କାମାକ୍ଷା ପ୍ରସାଦ ସିଂହଦେଓ, ଜଗତ୍‍ସିଂହପୁରରୁ ପ୍ରତିମା ନାୟକ, ବାଲେଶ୍ୱରରୁ ନବଜ୍ୟୋତି ପଟ୍ଟନାୟକ, ଭଦ୍ରକରୁ ମଧୁମିତା ସେଠୀ, କେନ୍ଦୁଝରରୁ ଫକୀର ମୋହନ ନାୟକ ପ୍ରାର୍ଥୀ ହୋଇଛନ୍ତି ।

ସେହିଭଳି 20ଟି ବିଧାନସଭା ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା ହୋଇଛି । ନୟାଗଡରୁ ମନୋଜ କୁମାର ସାହୁ, ପୁରୀରୁ ଔର ପ୍ରସାଦ ମିଶ୍ର, ତିର୍ତ୍ତୋଲରୁ ବିଭୂ ପ୍ରସାଦ ତରାଇ, ପାଟକୁରାରୁ ଜୟନ୍ତ ମହାନ୍ତି, ମାହାଙ୍ଗାରୁ ଦେବେନ୍ଦ୍ର କୁମାର ସାହୁ, ନିଆଳିରୁ ମମତା ଭୋଇ, ପରଜଙ୍ଗରୁ ଯଶସ୍ୱିନୀ ରାଉତ, ସୁକିନ୍ଦାରୁ ଶରତ ରାଉତ, ବରିରୁ ଉମେଶ ଜେନା, ବିଞ୍ଝାରପୁରରୁ ମନୋରଞ୍ଜନ ଦାସ, ଧାମନଗରରୁ ବାଇଧର ଜେନା, ବାସୁଦେବପୁରରୁ ଅଶୋକୁ କୁମାର ଦାସ, ରେମୁଣାରୁ ପ୍ରତାପ ସେଠୀ, ବସ୍ତାରୁ ବିଜୟ ନାୟକ, ଭୋଗରାଇରୁ ସତ୍ୟସିବ ଦାଶ, ବାରିପଦା ଦଶରଥ ସିଂହ, ଉଦଳା ବେଣୁଧର ମହାପାତ୍ର, ଯଶୀପୁରରୁ ମହେନ୍ଦ୍ର ନାୟକ, ପାଟଣାରୁ ଗୋପେଶ୍ୱର ନାୟକ ଓ ତେଲକୋଇରୁ ମୋହନ ହେମ୍ବ୍ରମ ପ୍ରାର୍ଥୀ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 3 =