୧୧ଟା ଯାଏଁ ନବଯୌବନ ଦର୍ଶନ

ପୁରୀ()   ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ସକାଶେ ପ୍ରବଳ ଲୋକ ଭିଡ଼ ହୋଇଥିବା ହେତୁ ବଢିଲା ନବଯୌବନ ଦର୍ଶନ ଅବଧି । ଦର୍ଶନ ସମୟ ଅବଧିକୁ ପୁରୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଢ଼ାଇ ଦିଆଯାଇଛି। ୪ଟା ପରିବର୍ତ୍ତେ ରାତି ସାଢେ ୧୧.୩୦ ଯାଏଁ ଶ୍ରୀଜିଉ ଙ୍କ ନବଯୌବନ ବେଶ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ ।
ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଭିତର କାଠରୁ ଶ୍ରୀଜୀଉଙ୍କୁ ଦର୍ଶନ କରିବେ ଶ୍ରଦ୍ଧାଳୁ । ପରିମାଣିକ ଦର୍ଶନ ସାଢେ ୨ଟାରୁ ସାଢେ ୩ଟା ଓ ସର୍ବସାଧାରଣ ଦର୍ଶନ ସାଢେ ୩ଟାରୁ ରାତି ସାଢେ ୧୧ଟା ପର୍ୟ୍ୟନ୍ତ ଚାଲିବ ବୋଲି ସ୍ଥିର ହୋଇଛି ।

Share

Leave a Reply

Your email address will not be published. Required fields are marked *

13 + thirteen =