ଶ୍ରୀଲଙ୍କା ଗସ୍ତରେ ଯିବ ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଜୁଲାଇରେ ଶ୍ରୀଲଙ୍କା ଗସ୍ତରେ ଯିବ ଟିମ ଇଣ୍ଡିଆ । ଧାୱନଙ୍କ ନେତୃତ୍ୱରେ ୩ଟି ଦିନିକିଆ ଓ ୩ଟି ଟି-୨୦ ଖେଳିବ ଦଳ । ତିନି ବର୍ଷ ପରେ ଶ୍ରୀଲଙ୍କା ଟିମ୍ ଇଣ୍ଡିଆର ଯାତ୍ରା ହେବ । ଭାରତୀୟ ଦଳ ଶେଷ ଥର ପାଇଁ ୨୦୧୮ ରେ ଶ୍ରୀଲଙ୍କା ଗସ୍ତ କରିଥିଲା, ଯେତେବେଳେ ସେମାନେ ତ୍ରିରଙ୍ଗା ଟି -୨୦ ନିଦାହସ୍ ଟ୍ରଫି ।

ଶେଷଥର ଲାଗି ଭାରତ ଶ୍ରୀଲଙ୍କାରେ ନିଦାଶ ଟ୍ରଫି ଖେଳିଥିଲା । ବାଲାଂଦେଶ ବିରୋଧରେ ଫାଇନାଲରେ ଦିନେଟ କାର୍ତ୍ତିକଙ୍କ ଶେଷ ବଲରେ ଛକା ସମସ୍ତଙ୍କ ଲାଗି ଅଭୁଲା ହୋଇ ରହିଛି । ତେବେ ଶ୍ରୀଲଙ୍କା ମାଟିରେ ଭଲ ପ୍ରଦର୍ଶନ କରିଥିବା ଡିକେଙ୍କୁ ଦଳରେ ସ୍ଥାନ ମିଳିପାରେ ବୋଲି ସମ୍ଭାବନା ରହିଛି । ସେପଟେ ଧାୱନ ନେତୃତ୍ୱ ନେଇ ଦଳକୁ ବିଜୟ କରାଇବେ ବୋଲି ବୋଲି ଆଶା ରଖିଛନ୍ତି କ୍ରିକେଟ ପ୍ରେମୀ । ଧାୱନ ଓ ଦ୍ରାବିଡଙ୍କ ଯୋଡ଼ି କେତେଦୂର ସଫଳ ହେବ ତାଉଛପରେ ରହିଛି ସମସ୍ତଙ୍କ ନଜର ।

Share

Leave a Reply

Your email address will not be published. Required fields are marked *

15 − 6 =