ଖାରଜ ହେଲା ଅଯୋଧ୍ୟା ରିଭ୍ୟୁ ପିଟିସନ

ନୂଆଦିଲ୍ଲୀ() ଅଯୋଧ୍ୟା ରାୟ ସମ୍ପର୍କରେ ସୁପି୍ରମକୋର୍ଟରେ ଦାଖଲ ହୋଇଥିବା ସମସ୍ତ ରିଭ୍ୟୁ ପିଟିସନକୁ ସୁପି୍ରମକୋର୍ଟ ଆଜି ଖାରଜ କରିଦେଇଛନ୍ତି । ରିଭ୍ୟୁ ସମ୍ପର୍କରେ ମୋଟ ୧୮ଟି ପିଟିସନ ଦାଖଲ ହୋଇଥିଲା । ଅଯୋଧ୍ୟା ସମ୍ପର୍କରେ ଗତ ନଭେମ୍ବର ୯ ତାରିଖରେ ସୁପି୍ରମକୋର୍ଟ ଏକ ଐତିହାସିକ ରାୟ ଦେଇଥିଲେ । ଏହି ରାୟ ବିରୁଦ୍ଧରେ ବିଭିନ୍ନ ସଂଗଠନ ପକ୍ଷରୁ ୧୮ ଟି ରିଭ୍ୟୁ ପିଟିସନ ଦାଖଲ ହୋଇଥିଲା । ସୁପି୍ରମକୋର୍ଟ ମୁଖ୍ୟ ବିଚାରପତିଙ୍କ ଅଧକ୍ଷତାରେ ଗଠିତ ଖଣ୍ଡପିଠ ଆଜି ଏହି ସମସ୍ତ ରିଭ୍ୟୁ ପିଟିସନଙ୍କୁ ଖାରଜ କରିଦେଇଛନ୍ତି ଏବଂ ନଭେମ୍ବର ୯ତାରିଖର ରାୟକୁ କାଏମ ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + twelve =