ପାଟକୁରାରୁ ବିଜୟ, ଭୁବନେଶ୍ୱର ଉତ୍ତରରୁ ଅପରାଜିତା

ଭୁବନେଶ୍ୱର () ବିଜେପିର ୩ ଲୋକସଭା ଓ ୧୧ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଛି ।
ଲୋକସଭା ପ୍ରାର୍ଥୀ:
ମୟୂରଭଞ୍ଜ -ଇଂ.ବିଶ୍ୱେସର ଟୁଡୁ
ଭଦ୍ରକ-ଅଭିମନ୍ୟୁ ସେଠୀ
ଯାଜପୁର-ଅମୀୟ ମଲ୍ଲିକ
ବିଧାନସଭା ପ୍ରାର୍ଥୀ:
ଆନନ୍ଦପୁର-ଆଲୋକ ସେଠୀ
ରାଇରଙ୍ଗପୁର- ନବଚରଣ ମାଝୀ
ମୋରଡ଼ା- ଡ. କୃଷ୍ଟଚନ୍ଦ୍ର ମହାପାତ୍ର
ନୀଳଗିରି- ସୁକାନ୍ତ ନାୟକ
ଆଠମଲ୍ଲିକ-ଭାଗିରଥୀ ପ୍ରଧାନ
ବାଙ୍କୀ- ଶୁଭ୍ରାଂଶୁ ଶେଖର ପାଠୀ
ଆଠଗଡ଼- ବ୍ରଜେନ୍ଦ୍ର ରାୟ
ପାଟକୁରା-ବିଜୟ ମହାପାତ୍ର
ମହାକାଳପଡ଼ା- ବିଜୟ ପ୍ରଧାନ
ପୁରୀ-ଜୟନ୍ତ ଷଡ଼ଙ୍ଗୀ
ଭୁବନେଶ୍ୱର ଉତ୍ତର – ଅପରାଜିତା ମହାନ୍ତି

Share

Leave a Reply

Your email address will not be published. Required fields are marked *

1 × 4 =