ଉନ୍ନାଓ ଦୁଷ୍କର୍ମ ମାମଲାରେ ବିଜେପି ବିଧାୟକ ଦୋଷୀ ସାବ୍ୟସ୍ତ

ନୂଆଦିଲ୍ଲୀ()  ବହୁ ଚର୍ଚ୍ଚିତ ଉନ୍ନାଓ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଉନ୍ନାଓ ବିଧାୟକ କୁଲଦୀପ ସିଂ ସେଙ୍ଗର ଦୋଷୀ ସାବ୍ୟସ୍ତ । ସେଙ୍ଗରଙ୍କୁ ଦୋଷୀ ସାବ୍ୟସ୍ତ କଲେ ତିସହଜାରୀ କୋର୍ଟ । ପୋକ୍ସୋ ଆଇନ ଏବଂ ଆଇପିସି ୩୭୬ରେ ଦୋଷୀ ସାବ୍ୟସ୍ତ । ଡିସେମ୍ବର ୧୯ରେ ଦଣ୍ଡ ନେଇ କୋର୍ଟରେ ଶୁଣାଣି ହେବ ।

Share

Leave a Reply

Your email address will not be published. Required fields are marked *

12 − two =