ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ସୋନିଆ

ନୂଆଦିଲ୍ଲୀ() ଦିଲ୍ଲୀରେ ଚାଲିଥିବା ହିଂସାକାଣ୍ଡ ପାଇଁ ପ୍ରତିକି୍ରୟା ରଖିଛନ୍ତି  କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହା

ସୂଚନା ଅନୁସାରେ, ସାମ୍ବାଦିକ ସମ୍ମିଳନୀ କରି କେନ୍ଦ୍ର ସରକାରକୁ ୪ଟି ପ୍ରଶ୍ନ ପଚାରିଛନ୍ତି । ଏହା ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି ସୋନିଆ ଗାନ୍ଧୀ ।

ଗତ ରବିବାରଠାରୁ ଗୃହ ମନ୍ତ୍ରୀ ଅମିତ ଶାହା କେଉଁଠି ଥିଲେ ବୋଲି ପ୍ରଶ୍ନ ଉଠାଇଛନ୍ତି ସୋନିଆ । ଖାଲି ଗୃହ ମନ୍ତ୍ରୀ କାହିଁକି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଉଁଠି ଥିଲେ ବୋଲି ପ୍ରଶ୍ନ କରିଛନ୍ତି ସୋନିଆ ।

ସେ ଆହୁରି କହିଛନ୍ତି ଦିଲ୍ଲୀ ହିଂସାକାଣ୍ଡ ପାଇଁ  ଗୃହମନ୍ତ୍ରୀ ଅମିତ ଶାହା ଦାୟୀ  ।

 

Share

Leave a Reply

Your email address will not be published. Required fields are marked *

two × two =