‘ବିଜେଡି ଜିତିବା ବା ହାରିବା ପାଇଁ ନିର୍ବାଚନ ଲଢେ ନାହିଁ, ସ୍ନେହ ପାଇଁ ନିର୍ବାଚନ ଲଢେ

ଭୁବନେଶ୍ୱର()  ସଭାପତି ଭାବେ ପୁନଃ ନବୀନ ପଟ୍ଟନାୟକ ଆଜି ନିର୍ବାଚିତ ହୋଇଛନ୍ତି । ଅଷ୍ଟମ ଥର ପାଇଁ ସଭାପତି ଦ୍ୱାୟିତ୍ୱ ସମ୍ଭାଳିବାକୁ ଯାଉଥିବା ନବୀନ ଏନେଇ ସାଢେ ୪ କୋଟି ଓଡିଆବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଏହା ସହ ସେ ନିଜର ପ୍ରତିକ୍ରିୟାରେ କହିଛନ୍ତି , ‘ବିଜେଡି ଜିତିବା ବା ହାରିବା ପାଇଁ ନିର୍ବାଚନ ଲଢେ ନାହିଁ । ଲୋକଙ୍କ ସ୍ନେହ ପାଇବା ପାଇଁ ବିଜେଡି ନିର୍ବାଚନ ଲଢେ । ଲୋକଙ୍କ ସେବା କରିବା ପାଇଁ ବିଜେଡି ନିର୍ବାଚନ ଲଢିଥାଏ ।’ ଏହା ସହ ପ୍ରବାଦ ପୁରୁଷ ବିଜୁ ବାବୁଙ୍କୁ ମନେ ପକାଇଥିଲେ ନବୀନ ପଟ୍ଟନାୟକ ।’

Share

Leave a Reply

Your email address will not be published. Required fields are marked *

one × one =