କ୍ୱାଟରରେ ସିଦ୍ଧୁ

ଟୋକିଓ: ଭାରତୀୟଙ୍କ ଲାଗି ଖୁସି ଖବର । ଟୋକିଓ ଅଲିମ୍ପିକ୍ସରେ ପ୍ରିକ୍ୱାଟରରେ ପହଞ୍ଚିଛନ୍ତି ଭାରତୀୟ ବ୍ୟାଡମିଷ୍ଟନ ତାରକା ପିଭି ସିଦ୍ଧୁ । ଅନ୍ୟ ଏକ ସହଜ ବିଜୟ ସହିତ ପିଭି ସିନ୍ଧୁ ପ୍ରି-କ୍ୱାର୍ଟର ଫାଇନାଲରେ ପ୍ରବେଶ କରିବାରେ ସଫଳ ହୋଇଛନ୍ତି । ସିନ୍ଧୁ ହଂକଂ ଖେଳାଳି ୨୧-୯, ୨୧-୧୬ ରେ ପରାସ୍ତ କରିଛନ୍ତି । ଫଳରେ ସିନ୍ଧୁଙ୍କଠାରୁ ପଦକ ଆଶା କରିଛି ଭାରତ ।

Share

Leave a Reply

Your email address will not be published. Required fields are marked *

5 × four =