କଂଗ୍ରେସ ନିର୍ବାଚନ କମିଟି ବୈଠକରେ ଚୂଡାନ୍ତ ହୋଇଥିବା ତାଲିକା … ଦେଖନ୍ତୁ

ଭୁବନେଶ୍ୱର () କଂଗ୍ରେସର ପିଇସି ବୈଠକରେ ଚୂଡ଼ାନ୍ତ ହୋଇଛି ପ୍ରାର୍ଥୀ ତାଲିକା । ୨୧ ଲୋକସଭା ଓ ୧୪୭ ବିଧାନସଭା ପାଇଁ ଚୂଡ଼ାନ୍ତ ହୋଇ ତାଲିକା ସିଇସିକୁ ପଠାଇଛି ରାଜ୍ୟ କଂଗ୍ରେସ । ବରଗଡ଼ ଲୋକସଭା ପାଇଁ ହେମାନନ୍ଦ ବିଶ୍ବାଳ ଓ ପ୍ରକାଶ ଦେବତା, ସୁନ୍ଦରଗଡ଼ ଲୋକସଭା ପାଇଁ ଜର୍ଜ ତିର୍କୀ ଓ ପ୍ରଫୁଲ ମାଝି, ସମ୍ବଲପୁର ପାଇଁ  ଶରତ ପଟ୍ଟନାୟକ ଓ ଅମର ପ୍ରଧାନଙ୍କ ନା, କେନ୍ଦୁଝର ପାଇଁ ହରମୋହନ ସୋରେନ ଓ ବିନୀତା ମାଝି, ବାଲେଶ୍ବର ପାଇଁ ନବଜ୍ୟୋତି ପଟ୍ଟନାୟକ ଓ ସୁଦର୍ଶନ ଦାସ, ଭଦ୍ରକ ପାଇଁ ଅନନ୍ତ ପ୍ରସାଦ ସେଠୀ ଓ ପଞ୍ଚାନନ ମଣ୍ଡଳ, ଯାଜପୁର ପାଇଁ ମାସନ ଜେନା ଓ ଅର୍ଜୁନ ଚରଣ ଦାସ , ଢ଼େଙ୍କାନାଳ କେପି ସିଂଦେଓ ଓ ରାମଚନ୍ଦ୍ର ଖୁଣ୍ଟିଆ ଓ ଶାନ୍ତନୁ କୁମାର ସାହୁ, ବଲାଙ୍ଗିର ପାଇଁ  ସମରେନ୍ଦ୍ର ମିଶ୍ର ଓ ଲକ୍ଷ୍ମଣ କୁମାର ମେହେର, କଲାହାଣ୍ଡି ପାଇଁ ଜଗନ୍ନାଥ ପଟ୍ଟନାୟକ ଓ ଭକ୍ତ ଚରଣ ଦାସ, ନବରଙ୍ଗପୁର ପ୍ରଦୀପ ମାଝି ଓ ଚନ୍ଦ୍ରଶେଖର ମାଝି, କନ୍ଧମାଳ ମନୋଜ କୁମାର ଆଚାର୍ଯ୍ୟ ଓ ଚନ୍ଦ୍ର ଶେଖର ପରିଡ଼ା, କଟକ ପଞ୍ଚାନନ କାନୁଗୋ ଓ ସୁରୋସ ମହାପାତ୍ର, କେନ୍ଦ୍ରାପଡ଼ା ଧରଣୀଧର ନାୟକ ଓ ଚନ୍ମୟ ବେହୁରା, ଜଗତସିଂହପୁର ବିଭୂ ତରାଇ ଓ ପ୍ରଶାନ୍ତ ମଲ୍ଲିକ, ପୁରୀ ପାଇଁ ସତ୍ୟପ୍ରକାଶ ନାୟକ ଓ ବିଶ୍ବ ରଞ୍ଜନ ମହାନ୍ତି, ବ୍ରହ୍ମପୁର ପାଇଁ ତରୁପତି ପାଣିଗ୍ରାହୀ ଓ ତ୍ରିନାଥ ବେହେରା, କୋରାପୁଟ ପାଇଁ ଡମ୍ବରୁଧର ଉଲାକା ଆକାଶ ଉଲ୍ଲାକାଙ୍କ ନାଁ ପଠାଯାଇଛି…

ବିଧାନ ସଭା ପାଇଁ:-

ପଦ୍ମପୁର- ସତ୍ୟଭୂଷଣ ସାହୁ,ଦେବରାଜ ବାଘ
ବିଜେପୁର- ରିପୁ ନାଥ ସେଠ, କିଶୋର ଦଫାଦତ
ବରଗଡ଼- ନିପନ ଦାସ, ସାଧୁ ନେପାକ
ଅତାବୀରା- ନିହାର ମହାନନ୍ଦ, ସୁଜାତା ବାଘ
ଭଟଲୀ- ସତ୍ୟନାରାୟଣ ଦେବତା, ସରୋଜ ମହାପାତ୍ର
ଝାରସୁଗୁଡ଼ା- ବିରେନ୍ଦ୍ର ପଣ୍ଡା, ଅଶୋକ ମିଶ୍ର
ତଲସରା- ପ୍ରଫୁଲ ମାଝି, ତ୍ରିକେଣୀ ମାଝି
ସୁନ୍ଦରଗଡ଼- ସୁମିତ୍ରା ବିଶ୍ବାଳ, ଜଟିଆ ମୁଣ୍ଡା
ବୀରମିତ୍ରପୁର- ପଟେଲ ବର୍ଲା, ସୁଷମା ନାୟକ
ରଘୁନାଥ ପାଲି- ଗୋପାଳ ଦାସ, ଗଜେନ୍ଦ୍ର ତାନ୍ତି
ରାଉରକେଲା- ରବି ରାୟ, ବିରେନ ସେନାପତି
ରାଜଗାଙ୍ଗପୁର-ଗେଗ୍ରରୀ ମିନ୍ସ, ରଞ୍ଜନ ଏକା
ବଣେଇ- ଜନାର୍ଦ୍ଦନ ଦେହୁରୀ,
କୁଚିଣ୍ଡା- ରାଜେନ୍ଦ୍ର ଛତ୍ରିଆ,ଶୋଭାରାମ ପ୍ରଧାନ
ରେଙ୍ଗାଳି- ଦୁର୍ଯ୍ୟଧନ ଗଡ଼କିଆ, ତପସ୍ୟା ମହାନନ୍ଦା
ସମ୍ବଲପୁର- ଅଶ୍ବିନୀ ଗୁରୁ, ସୁରେଶ୍ବର ମିଶ୍ର
ରେଢ଼ାଖୋଲ- ଅସରଫ ଅଲ୍ଲି ଖାନ୍ , ଦୁଲାଲ ପ୍ରଧାନ
ଦେବଗଡ଼- ଉମାକାନ୍ତ ସାହୁ, ସେମ ହେମ୍ବ୍ରମ
ଛେଣ୍ଡିପଦା- ସସ୍ମିତା ବହେରା, ନରୋତ୍ତମ ନାୟକ
ତେଲକୋଇ- ମୋହନ ହେମ୍ବ୍ରମ, ହରମୋହନ ସୋରେନ
ଘସିପୁର- ନିରଞ୍ଜନ ପଟ୍ଟନାୟକ, ରତିକାନ୍ତ ବରାଳ
ଆନନ୍ଦପୁର – ଜୟଦେବ ଜେନା, ସଂଗ୍ରାମ ଜେନା
 ପାଟଣା- ଗୌର ନାୟକ, ଗୋପେଶ୍ବର ନାୟକ
କେନ୍ଦୁଝର- ବିଦ୍ୟାଧର ଦେହୁରୀ, ସଦ୍ଧେଶ୍ବର ନାୟକ
ଚମ୍ପୁଆ- ପାର୍ଥ ସାରଥୀ ପହି, ବିପ୍ଲବ ମିଶ୍ର
କରଞ୍ଜିଆ- ଜବାମଣି ଟୁଡ଼ୁ, ତ୍ରିଲୋକେଶ୍ବର ନାୟକ
ସାରସକଣା- ବୟରେଲ ସିର୍କା, ଚୈତନ୍ୟ ହାଂସଦା
ରାୟରଙ୍ଗପୁର- ଶ୍ୟାମ ହାଂସଦା, ହେଲେନା ବାଘେ
ବାରିପଦା- କମଳା ତିରିଆ, ରାକେଶ ସିଂ
ମୋରଦା- ହେମନ୍ତ ଦାସ, ପ୍ରଭାକର ମହାପାତ୍ର
ବଡସାହି-ସଞ୍ଜୟ ବେହେରା,କ୍ଷୀରୋଦ ପାତ୍ର
ଜଳେଶ୍ବର-ଦେବିପ୍ରସାଦ ଦାସ, ତପନ ଦାସ
ଭୋଗରାଇ-ସତ୍ୟଶିବ ଦାସ,ଉମାରଣୀ ପାତ୍ର
ବସ୍ତା-ବିଜନ ନାୟକ,ସଞଅଜୀବ ପାଢୀ
ବାଲେଶ୍ବର-ମାନସ ଦାସ ପଟ୍ଟନାୟକ,ଗୋପାଳ ଖଣ୍ଡେଲଏ୍ବାଲା
ନୀଳଗିରି- ଅକ୍ଷୟ କୁମାର ଆଚାର୍ଯ୍ୟ,ଜୋତ୍ସା ଦେବୀ ମର୍ଦ୍ଦରାଜ
ସୋର-ମହେଶ୍ବର ସେଠୀ, ମୃତ୍ୟୁଞ୍ଜୟ ଜେନା
ସିମୁଳିଆ-ଶରତ ରାଜ, ରବି ଶତପଥୀ
ଭଣ୍ଡାରୀପୋଖରୀ-ନିରଞ୍ଜନ ପଟ୍ଟନାୟକ,ସୁବ୍ରତ ଦାସ
ଭଦ୍ରକ-ନରେନ ପଲାଇ, ନଳୀନି କାନ୍ତ ମହାନ୍ତି
ବାସୁଦେବପୁର-ଅଶୋକ ଦାସ,ଲପୁ ମହାକୁଡ
ଧାମନଗର-ବିଦ୍ୟାଧର ଜେନା, କୁମାରଶ୍ରୀ ଚିରଞ୍ଜିବୀ
ଚାନ୍ଦବାଲି- ଅମୀୟ ମହାପାତ୍ର, ଜ୍ୟୋତି ପ୍ରକାଶ ମହାନ୍ତି
ବରି- ମନୋଜ ମହାପାତ୍ର, ଉମେଶ ଚନ୍ଦ୍ର ଜେନା
ବଡ଼ଚଣା: ସୀତକାନ୍ତ ମହାପାତ୍ରଳ ଶୁଭେନ୍ଦୁ ମହାନ୍ତି
ଧର୍ମଶାଳା- ସ୍ମୃତିରେଖା ପହି, କିଶାନ ପଣ୍ଡା
ଯାଜପୁର- ସନ୍ତୋଷ କୁମାର ନନ୍ଦ, ବଳଭଦ୍ର ଦାସ
କୋରେଇ -ବନ୍ଦିତା ପରିଡ଼ା ହରେକୃଷ୍ଣ ସାହୁ
ସୁକିନ୍ଦା- ସଂଯୁକ୍ତା ରାଉତ, ଶରତ ରାଉତ
ଢ଼େଙ୍କାନାଳ- ନବୀନ ଚନ୍ଦ୍ର ନାରାୟଣ ଦାସ, ସରୋଜ ପଟ୍ଟନାୟକ
ହିନ୍ଦୋଳ- ମମତାଞ୍ଜଳୀ ବେହେରା, ବାମଦେବ ନାୟକ
କାମାକ୍ଷାନଗର- ଭବାନୀଶଙ୍କର ମହାପାତ୍ର, ପ୍ରବଳକାନ୍ତି ସାହୁ
ପରଜଙ୍ଗ-ବିମଳା ବେହେରା, ସନ୍ତୋଷ ରାଉତ
ପାଲଲହଡ଼ା- ସୁବୋଧ ଚନ୍ଦ୍ର ପାଣି,  ସୁବ୍ରତ ଗଡ଼ନାୟକ
ତାଳଚେର- ସୁରେଶ ଚନ୍ଦ୍ର ବେହେରା, ପ୍ରଫୁଲ୍ଲ ଦାସ
ଅନୁଗୋଳ- ବିପ୍ଲବ ଜେନା, ଅମ୍ବିକା ଭଟ୍ଟ
ବିରମହାରାଜା ପୁର- ବିନୋଦ ପାତ୍ର, ଭୋଲାରାମ ସାଗର
ସୋନପୁର- ଚନ୍ଦ୍ରମଣୀ ତ୍ରୀପାଠୀ, ଶଙ୍କର ଦାସ
ଲୋହିସିଂହା (ସଂ)- ନବ କିଶୋର ନାୟକ, ସନ୍ତୋଷ କୁମ୍ଭାର
ପାଟଣାଗଡ- ରମେଶ ପୁରୋହିତ, ଅନିଲ ମେହେର
ବଲାଙ୍ଗୀର- ନରସିଂହ ମିଶ୍ର, ଅମରେନ୍ଦ୍ର ମିଶ୍ର
ଟିଟିଲାଗଡ- ସୁରେନ୍ଦ୍ର ସିଂହ ଭୋଇ, ରୁପେଶ ବେହେରା
କଣ୍ଟାବାଞ୍ଝି- ସନ୍ତୋଷ ସିଂହ ସାଲୁଜା, ସୁଧା ଦାସ
ନୂଆପଡା- ଘାସିରାମ ମାଝୀ, ସୁରେଶ ଆଜାଦ
ଖରିଆର- ଅଧିରାଜ ପାଣିଗ୍ରାହୀ, ତମଲ ତାଣ୍ଡି
ଲାଞ୍ଜିଗଡ (ସଂ)- ଶିବାଜୀ ମାଝୀ, ପ୍ରଦୀପ ଦିଶାରୀ
ଜୁନାଗଡ- ଗୋବର୍ଦ୍ଧନ ଦାସ, ଅନିଲ ସିଂହଦେଓ
ଧର୍ମଗଡ – ଦିଗାମ୍ବର ଦୁରିଆ, ତରୁଣ ମାଝୀ
ଭବାନୀପାଟଣା – ସାଗର ଦାସ, ଭାରତ ବେମାଲ
ନର୍ଲା – ଜଗନ୍ନାଥ ପଟ୍ଟନାୟକ, ଚିତ୍ତ ରଞ୍ଜନ ମଣ୍ଡଳ
ଉମରକୋଟ – ଜତିନ୍ଦ୍ର ଗଣ୍ଡା
ଝରିଗାଁ – ଉଲ୍ଲାଧର ମାଝୀ, ମହେଶ୍ବର ବାତ୍ରା
ନବରଙ୍ଗପୁର – ସଦନ ନାୟକ, ଅଖିଳା ଭାତ୍ରା
ଡାବୁଗାଁ – ଭୁଜବଳ ମାଝୀ
କୋଟପାଡ – ଚନ୍ଦ୍ରଶେଖର ମାଝୀ
 ମାଲକାନଗିରି- ମାଳ ମାଢୀ
ଚିତ୍ରକୋଣ୍ଡା – ଲକ୍ଷ୍ମୀପ୍ରିୟା ନାୟକ, ବଳରାଜ କୋଟ୍ଟେ
ବାଲିଗୁଡା – କେଶବ ପ୍ରଧାନ, ସାଇମନ୍ ମଲ୍ଲିକ
ଜି. ଉଦୟଗିରି – ଜାକବ ପ୍ରଧାନ, ପ୍ରତାପ ପ୍ରଧାନ
ଫୁଲବାଣୀ – ସୁଗର୍ଶନ କହଁର, ତୁଷାର କହଁର
କଣ୍ଟାମାଳ – ସୁଧୀର ମହାକୁଢ, ପ୍ରଶାନ୍ତ ସାହୁ
ଦଶପଲ୍ଲା – କୈଳାସ ଚନ୍ଦ୍ର ମୁଖୀ
ଭଞ୍ଜନଗର – ପ୍ରଶାନ୍ତ ବିଶୋୟୀ, ସଞ୍ଜୟ ତ୍ରିପାଠୀ
ବଡମ୍ବା – ବିଭସ ମହାନ୍ତି, ମନୋଜ ସାହୁ
ବାଙ୍କୀ – ଦେବାଶିଷ ପଟ୍ଟନାୟକ, ରବି ମଲ୍ଲିକ
ଆଠଗଡ – ଉମା ବଲ୍ଲଭ ରଥ, ବିଚିତ୍ରା ନନ୍ଦ ମୁଦୁଲି
ବାରବାଟୀ-କଟକ – ମହମ୍ମଦ ମୋକିମ୍, ସୁରେଶ ମହାପାତ୍ର
ଚୌଦ୍ବାର-କଟକ – ଜଗଦିଶ ମହାନ୍ତି, ମାନସ ଚୌଧୁରୀ
କଟକ ସଦର – ବାଙ୍କନିଧି ବେହେରା, ରତ୍ନାକର ବେହେରା
ଖଣ୍ଡପଡା – ବିନୋଦିନୀ ମହାନ୍ତି
ସାଲେପୁର – ପ୍ରକାଶ ଚନ୍ଦ୍ର ବେହେରା, ଗୁରୁପଦ ନନ୍ଦ
ମାହାଙ୍ଗା – ଦେବେନ୍ଦ୍ର ସାହୁ, ପ୍ରଦୀପ୍ତ ଦାଶ
ପାଟକୁରା – ଜୟନ୍ତ ମହାନ୍ତି, ଚିନ୍ମୟ ବେଉରା
କେନ୍ଦ୍ରାପଡା – ଗଣେଶ୍ବର ବେହେରା, ହଳଧର ସେଠୀ
ଆଳି – ଦେବେନ୍ଦ୍ର ଶର୍ମା, ମାନସ ମଲ୍ଲିକ
ରାଜନଗର – ଅଂଶୁମାନ ମହାନ୍ତି, ମିଟୁ ଦାସ
ମହାକାଳପଡା – ବିଭ୍ରାଂଶୁ ଲେଙ୍କା, ଲୋକନାଥ ମହାରଥୀ
ନିଆଳି – ପ୍ରଶାନ୍ତ ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ
ପାରାଦୀପ – ପ୍ରମୋଦ ଜେନା, ଅରିନ୍ଦମ ସର୍ଖେଲ
ତିର୍ତ୍ତୋଲ – ପ୍ରତିମା ମଲ୍ଲିକ, ଦେବୀ ମଲ୍ଲିକ
ବାରିକୁଦା-ଏରସମା – ଲଲାଟେନ୍ଦୁ ମହାପାତ୍ର, ସାରଦା ଜେନା
ଜଗତସିଂହପୁର – ଚିରଞ୍ଜିବ ବିଶ୍ବାଳ, ବିଷ୍ଣୁ ଚରଣ ବାରିକ
କାକଟପୁର – ବିଶ୍ବ ରଞ୍ଜନ ଦାସ, ରବିନ୍ଦ୍ର ସେଠୀ
ନିମାପଡା – ସତ୍ୟବ୍ରତ ପାତ୍ର, ଦିଲ୍ଲୀପ ନାୟକ
ପୁରୀ – ବିନାୟକ ଦାସମହାପାତ୍ର, ବିଶ୍ବଜିତ୍ ମହାନ୍ତି
ବ୍ରହ୍ମଗିରି- ଉମାକାନ୍ତ ବରାଳ, ବାନାମ୍ବର ବାରିକ୍
ସତ୍ୟବାଦୀ – ପ୍ରସାଦ ହରିଚନ୍ଦନ, ସ୍ନେହାଶ୍ରୀ ହରିଚନ୍ଦନ
ପିପିଲି – ଅଜିତ୍ ମଙ୍ଗରାଜ, ଯୁଧିଷ୍ଠିର ସାମନ୍ତରାୟ
ଚିଲିକା – ପ୍ରଦୀପ ସ୍ବାଇଁ, ଜାନକୀ ବଲ୍ଲଭ ପଟ୍ଟନାୟକ
ରଣପୁର – ଶୁଭଶ୍ରୀ ପଣ୍ଡା, ସତ୍ୟବ୍ରତ ନାୟକ
ନୟାଗଡ – ରଞ୍ଜିତ ଦାସ, ମନୋଜ ସାହୁ
ଜୟଦେବ – ଜୟନ୍ତ ଭୋଇ, ରାଘବ ସେଠୀ
ଭୁବନେଶ୍ବର ମଧ୍ୟ – ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର
ଭୁବନେଶ୍ବର ଉତ୍ତର- ଅଭିଳାଷ ମାଣିଆ, ଇତିଶ୍ ପ୍ରଧାନ
ଏକାମ୍ର ଭୁବନେଶ୍ବର – ଶିବାନନ୍ଦ ରାୟ, ରଶ୍ମୀ ମହାପାତ୍ର
ଜଟଣୀ – ସୁରେଶ କୁମାର ରାଉତରାୟ, ଜାନକି ବଲ୍ଲଭ ପଟ୍ଟନାୟକ
ବେଗୁନିଆ – ପୃଥ୍ବୀ ବଲ୍ଲଭ ପଟ୍ଟନାୟକ
ଖୋର୍ଦ୍ଧା – ରାମଚନ୍ଦ୍ର ମହାପାତ୍ର, ସ୍ବାଗତିକା ପଟ୍ଟନାୟକ
ପୋଲସରା – ଉତ୍ତମ ଦାସ, ଅଶଷ୍ଠି ବରାଳ
କବିସୂର୍ଯ୍ୟନଗର- ସୀତାରାମ ପାଣିଗ୍ରାହୀ, ବିଜୟ ସାହୁ
ଆସ୍କା – ମନୋଜ କୁମାର ଜେନା, ସ୍ବରୁପା ପାଣିଗ୍ରାହୀ
ସୋରଡା – ଦତ୍ତତ୍ରୟ ମହାନ୍ତି, ସଂଗ୍ରାମ ମହାନ୍ତି
ସାନଖେମୁଣ୍ଡି – ରମେଶ ଚନ୍ଦ୍ର ଜେନା
ହିଞ୍ଜିଳି – ଶମ୍ଭୁ ପାଣିଗ୍ରାହୀ, ନିରଞ୍ଜନ ପାଣିଗ୍ରାହୀ
ଗୋପାଳପୁର – ଏସ୍, ଧର୍ମାରେଡ୍ଡୀ, ପିତବାସ ପଣ୍ଡା
ବ୍ରହ୍ମପୁର – ଦୀପକ ପଟ୍ଟନାୟକ, ଲିଙ୍ଗରାଜ ଚୌଧୁରୀ
ଦିଗପହଣ୍ଡି – ସାକା ସୁଜିତ୍ କୁମାର, ସୁଧୀର ଦେଓ
ଚିକିଟି – ରବୀନ୍ଦ୍ର ସାମନ୍ତରାୟ, ପ୍ରମୋଦ କୁମାର ଦାଶ
ମୋହନା – ଦାଶରଥୀ ଗମାଙ୍ଗ, ଜୟନ୍ତ ଦଳବେହେରା
ପାରଳାଖେମୁଣ୍ଡି – କେ.ସୂର୍ଯ୍ୟ ରାଓ, ତିରୁପତି ପାଣିଗ୍ରାହୀ
ଗୁଣୁପୁର – ପୁରୁଷୋତ୍ତମ ଗମାଙ୍ଗ,
ବିଷମ କଟକ – ଡମ୍ବରୁଧର ଉଲ୍ଲାକା, କାଦ୍ରକା ଆପାଲ୍ ସ୍ବାମୀ
ରାୟଗଡା – ପୂର୍ଣ୍ଣଚନ୍ଦ୍ର ମାଝୀ, ମକରନ୍ଦ ମୁଦୁଲି
ଲକ୍ଷ୍ମୀପୁର – କୈଳାଶ କୁଲେସିକା,
ଜୟପୁର – ତାରା ପ୍ରସାଦ ବାହିନୀପତି, ମିନାକ୍ଷୀ ବାହିନୀପତି
କୋରାପୁଟ – ନିମାଇଁ ସରକାର, ତାନିସ୍ କୁଲଦୀପ
ପଟ୍ଟାଙ୍ଗୀ – ରାମଚନ୍ଦ୍ର କଡାମ
Share

Leave a Reply

Your email address will not be published. Required fields are marked *

four × 5 =