ବିଜେପି ନୂଆ ଅଧ୍ୟକ୍ଷ ଜେପି ନଡ୍ଡା

ନୂଆଦିଲ୍ଲୀ () ବିଜେପିର ୧୧ତମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ଜେ.ପି ନଡ୍ଡା ।ନିର୍ବିବିଦୀୟ ଭାବେ ନିର୍ବାଚିତ ହେଲେ ଜେପି ନଡ୍ଡା । ଅମିତ୍ ଶାହା, ରାଜନାଥ ସିଂହଙ୍କ ଉପସ୍ଥିତିରେ ଘୋଷଣା କଲେ ରାଧା ମୋହନ ସିଂହ । ଏକମାତ୍ର ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜେପି ନଡ୍ଡା । ଏହା ସହିତ ଦେଶର ସବୁଠୁ ବଡ ରାଜନୈତିକ ଦଳ ଭାରତୀୟ ଜନତା ପାର୍ଟିରେ ଆରମ୍ଭ ହୋଇଛି ଜେପି ନଡ୍ଡା ଯୁଗ ଏବଂ ସାଢେ ୫ ବର୍ଷରୁ ଅଧିକ କାର୍ୟ୍ୟକାଳ ଚାଲିଥିବା ଶାହା ଯୁଗର ଅବସାନ ହୋଇଛି ।

Share

Leave a Reply

Your email address will not be published. Required fields are marked *

9 − one =