ନିର୍ଭୟା ଦୋଷୀ ପବନ ପିଟିସନ ଖାରଜ

ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ପବନ ଗୁପ୍ତାର ଆବେଦନ ଖାରଜ ହୋଇଛି । ପବନ ଗୁପ୍ତାଙ୍କ ଆବେଦନ ଖାରଜ କଲେ ସୁପି୍ରମକୋର୍ଟ । ଆବେଦନରେ କିଛି ନୂଆ ତଥ୍ୟ ନଥିବା କହିଲେ ସୁପି୍ରମକୋର୍ଟ । ଘଟଣା ମସୟରେ ନାବାଳକ ଥିବା ଆବେଦନରେ କହିଥିଲା ପବନ । ତାଙ୍କୁ ନାବାଳକ ଭାବେ ବିଚାର ପାଇଁ ଆବେଦନ କରିଥିଲା । ପିଟିସନ ଖାରଜ ପରେ ଦୋଷୀଙ୍କ ଫାଶି ସମ୍ଭାବନା ବଢିଯାଇଛି । ଦୋଷୀଙ୍କୁ ଫାଶି ପାଇଁ ଫେବୃଆରୀ ୧ ଧାର୍ଯ୍ୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

three × 5 =