ଆତ୍ମ ନିର୍ଭର ଭାରତ ପାଇଁ ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା

ନୂଆଦିଲ୍ଲୀ() ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଯେ ୪ମାସ ହେବ ଦେଶ କରୋନା ସହ ଲଢ଼େଇ କରୁଛି । ସାରା ଦୁନିଆ ଜୀବନ ବଞ୍ଚାଇବାକୁ ଯୁଦ୍ଧ କରୁଛି । ଏହାସହ କେହି ଏଭଳି ସ୍ଥିତି ଦେଖି ନଥିଲେ କି ଶୁଣି ନଥିଲେ । ଆତ୍ମ ନିର୍ଭର ଭାରତ ଅଭିଯାନ ଘୋଷଣା କରିଛନ୍ତି ମୋଦି । ୨୦ଲକ୍ଷ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି । ଏହି ପ୍ୟାକେଜ ଦେଶର ଜିଡ଼ିପିର ୧୦ ପ୍ରତିଶତ । ପ୍ୟାକେଜ ବିଷୟରେ ଅର୍ଥମନ୍ତ୍ରୀ ଆସନ୍ତାକାଲି ବିସ୍ତୃତ ଭାବେ ଘୋଷଣା କରିବେ ।

Share

Leave a Reply

Your email address will not be published. Required fields are marked *

6 + six =