ରାଜ୍ୟସଭା ନୀର୍ବାଚନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର() ଆଜି ବିଜେଡି ଆସନ୍ତା ରାଜ୍ୟସଭା ନୀର୍ବାଚନ ପାଇଁ ତାର ପ୍ରାର୍ଥୀ ଘୋଷଣା କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ, ଖାଲି ହୋଇଥିବା ୪ଟି ଆସନ ପାଇଁ ସର୍ବଶ୍ରୀ ସୁବାଷ ସିଂ, ମୁନା ଖାନ, ସୁଜିତ କୁମାର ଏବଂ ମମତା ମହନ୍ତ ପ୍ରାର୍ଥୀ ହୋଇଛନ୍ତି ।

ସୂଚନା ଅନୁସାରେ ଆସନ୍ତା ୨୬ ତାରିଖ ଦିନ ଏହି ୪ଟି ଆସନ ପାଇଁ ଯେଉଁ ନିର୍ବାଚନ ହେବ ରାଜ୍ୟରୁ ଏହି ୪ଜଣ ବିଜେଡି ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିବେ ।

Share

Leave a Reply

Your email address will not be published. Required fields are marked *

1 × 3 =