ଧୋନୀଙ୍କୁ ଟପିଲେ କୋହଲି

ସାଉଥମ୍ପଟନ୍‌: ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ରେକର୍ଡ ଭାଙ୍ଗିଛନ୍ତି ବିରାଟ କୋହଲି । ଟେଷ୍ଟ କ୍ରିକେଟରେ ଅଧିକ ମ୍ୟାଚରେ ଅଧିନାୟକତ୍ୱ କରିବାର ରେକର୍ଡ କରାଯାଇଛି । ଧୋନୀ ୬୦ଟି ଟେଷ୍ଟ ମ୍ୟାଚରେ ଅଧିନାୟକତ୍ୱ କରିଥିବା ବେଳେ ଏହି ରେକର୍ଡକୁ ଭାଙ୍ଗିଛନ୍ତି ବିରାଟ । ବିଶ୍ୱ ଟେଷ୍ଟ ଚାମ୍ପିୟନସିପ ମ୍ୟାଚରେ ଅଧିନାୟକ କରୁଥିବା କୋହଲି ଭାରତ ପକ୍ଷରୁ ୬୧ତମ ମ୍ୟାଚର ପ୍ରତିନିଧିତ୍ୱ କରିଛନ୍ତି । ଧୋନୀ ୨୦୧୪ ମସିହାରେ ଟେଷ୍ଟ କ୍ରିକେଟରୁ ଅବସର ଗ୍ରହଣ କରିବା ପରେ କୋହଲି ଭାରତୀୟ ଅଧିନାୟକ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − five =