ଭୁଶୁଡ଼ିଲା ଫୁଟ୍ ଓଭରବ୍ରିଜ୍ , ୨ ମୃତ ଓ ୨୦ରୁ ଉଦ୍ଧ୍ୱର୍ ଆହତ

ଭୁଷୁଡ଼ିଲା ଫୁଟ୍ ଓଭରବ୍ରିଜ୍ । ମୁମ୍ବାଇ ମହାନଗରୀ ଛତ୍ରପୁର ସିବାଜୀ ଟର୍ମିନସ୍ ଷ୍ଟେସନ ଠାରେ ଫୁଟ ଓଭରବ୍ରଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ଫୁଟ ଓଭରବ୍ରିଜ୍ ସିଏସଏମଟି ପ୍ଲାଟଫର୍ମ ୧ ଉତ୍ତରକୁ ଲାଗି ରହିଥିବା ବି,ଟି ଲେନ୍ କୁ ଲାଗି ରହିଥିବା ଫୁଟବ୍ରିଜ୍ ଭୁଷୁଡ଼ି ପଡ଼ିଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୨ ଜଣ ମହିଳାଙ୍କ ମୃତ୍ୟୁ ଏବଂ ୨୦ରୁ ଉଦ୍ଧ୍ୱର୍ ଯାତ୍ରୀମାନେ ଆହତ ହୋଇଥିବା ସୂଚନା ମିଳିଛି ।

ସେହିପରି ଆହତଙ୍କୁ ଚକିତ୍ସା ପାଇଁ ସ୍ଥାନୀୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ତେବେ ଫୁଟ ଓଭରବ୍ରିଜ୍ କାହିଁକି ଭୁଷୁଡ଼ି ପଡ଼ିଲା ତାହାର କାରଣ ଅସ୍ପପଷ୍ଟ ରହିଛି ।

Share

Leave a Reply

Your email address will not be published. Required fields are marked *

nine + 3 =