ଦେଶରେ ଅଢେଇ ଲକ୍ଷ ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ() ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୬୧୧ କୁ ବୃଦ୍ଧି ପାଇଥିବା  ବେଳେ ମୃତ୍ୟୁ ସଂଖ୍ୟା ୭,୧୩୫ ରେ ପହଞ୍ଚିଛି। ସକ୍ରିୟ ସଂକ୍ରମିତ ସଂଖ୍ୟା ୧,୨୫,୩୮୧ ଥିବା ବେଳେ ସୁସ୍ଥ ହେଲେଣି ୧,୨୪,୦୯୪ ଜଣ । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ୩ହଜାର ୬୦ ଜଣ , ଗୁଜୁରାଟରେ ୧୨୪୯, ଦିଲ୍ଲୀରେ ୭୬୧, ମଧ୍ୟପ୍ରଦେଶରେ ୪୧୨, ପଶ୍ଚିମବଙ୍ଗରେ ୩୯୬, ଉତ୍ତର ପ୍ରଦେଶରେ ୨୭୫, ତାମିଲନାଡୁରେ ୨୬୯ ଜଣଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

five × five =