କୃଷି ଲାଗି ୧ ଲକ୍ଷ କୋଟି ଟଙ୍କା ମଞ୍ଜୁର

ନୂଆଦିଲ୍ଲୀ: ଗତକାଲି ଗଠିତ ହୋଇଛି ନୂଆ ମନ୍ତ୍ରୀମଣ୍ଡଳ । ନୂଆ ମନ୍ତ୍ରୀ ମଣ୍ଡଳ ଗଠନ ହେଉ ହେଉ କ୍ୟାବିନେଟର ବଡ଼ ଘୋଷଣା ହୋଇଛି । ଚାଷୀଙ୍କ ଲାଗି ଏକ ଲକ୍ଷ କୋଟି ଟଙ୍କା ମଞ୍ଜୁର କରାଯାଇଛି । ମଣ୍ଡିଭିତ୍ତି ସୁଦୃଢ଼ କରିବା ଲାଗି ଏହି ଅର୍ଥ ମଞ୍ଜୁର ହୋଇଥିବା କୃଷିମନ୍ତ୍ରୀ ନରେନ୍ଦ୍ରସିଂ ତୋମାରଙ୍କ ସୂଚନା । ସେପଟେ ରାଜ୍ୟ ମାନଙ୍କର କୋଭିଡ ପାଣ୍ଠି ଅନୁଦାନ ଲାଗି ମଞ୍ଜୁର କରାଯାଇଛି । ୨୩,୧୨୩ କୋଟିର କୋଭିଡ ପାଇଁ ନିଷ୍ପତି ନିଆଯାଇଛି । ୨୩ ହଜାର କୋଟିରୁ କେନ୍ଦ୍ର ୧୫ ହଜାର ଓ ରାଜ୍ୟ ୮ ହଜାର କୋଟି ଲାଗି ନିଷ୍ପତି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଲୀୟଙ୍କ ସୂଚନା ।

Share

Leave a Reply

Your email address will not be published. Required fields are marked *

4 × two =