ଆଜି ପ୍ରକାଶ ପାଇବ ନିଟ୍ ରେଜଲ୍ଟ

ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ଆଜି ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ଅଣ୍ଡର ଗ୍ରାଜୁଏଟ୍ ପରୀକ୍ଷା ଫଳ-୨୦୨୨ ପ୍ରକାଶ କରିବ | ସନ୍ଧ୍ୟା ୬ଟାରୁ ୮ଟା ମଧ୍ୟରେ ରେଜଲ୍ଟ ପ୍ରକାଶ କରାଯାଇପାରେ | ଛାତ୍ରଛାତ୍ରୀ ଅଫିସିଆଲ୍ ୱେବସାଇଟ୍ neet.nta.nic.in ରେ ନିଜ ରେଜଲ୍ଟ ଯାଞ୍ଚ କରିପାରିବେ | ସ୍କୋର ଯାଞ୍ଚ କରିବାକୁ ଛାତ୍ରମାନଙ୍କୁ ସେମାନଙ୍କର ଆପ୍ଲିକେସନ ନମ୍ବର ଏବଂ ଜନ୍ମ ତାରିଖ ଏଣ୍ଟ୍ରି କରିବାକୁ ପଡିବ | ଏନଟିଏ ପୂର୍ବରୁ ନିଟ୍ ‘ଆନ୍ସର କୀ’ ଜାରି କରିସାରିଛି |

Share

Leave a Reply

Your email address will not be published. Required fields are marked *

9 − 8 =