ଆଇଏଏସ ପୂଜା ସିଘଂଲଙ୍କୁ ସସପେଣ୍ଡ କଲେ ଝାଡଖଣ୍ଡ ସରକାର

ଆଇଏଏସ ପୂଜା ସିଘଂଲଙ୍କୁ ସସପେଣ୍ଡ କଲେ ଝାଡଖଣ୍ଡ ସରକାର । ୨୦୦୦ ବ୍ୟାଚର ଆଇଏଏସ ତଥା ଝାଡଖଣ୍ଡର ଖଣି ସଚିବ ହେଉଛନ୍ତି ପୂଜା ସିଘଂଲ । ମନି ଲଣ୍ଡରିଂ ମାମଲାରେ କାଲି ପୁଜାଙ୍କୁ ଗିରଫ କରିଥିଲା ଇଡି । ପୂଜାଙ୍କ ନାଁରେ ମନରେଗା ଟଙ୍କା ହଡପ ଅଭିଯୋଗ ଥିଲା ।

Share

Leave a Reply

Your email address will not be published. Required fields are marked *

4 − 4 =