ରିଲିଜ୍ ହେଲା “ୟେ ସାଲି ଆଶିକି”ର ଟ୍ରେଲର, ଭିଡିଓ ଦେଖନ୍ତୁ…

ମୁମ୍ବାଇ()ଅଭିନେତା ଅମରେଶ ପୁରୀଙ୍କ ନାତି ଏବେ ବଲିଉଡରେ ନିଜ ଭାଗ୍ୟ ପରଖିଛନ୍ତି। ୟେ ସାଲି ଆଶିକି ଫିଲ୍ମରେ ବର୍ଧାନ ଡେବ୍ୟୁ କରିଛନ୍ତି। ତେବେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇ ସାରିଛି।

ବର୍ଧାନ ପୁରୀଙ୍କ ଫିଲ୍ମର ଟ୍ରେଲର ଦେଖିବା ପରେ ଦର୍ଶକମାନେ ଅମରେଶ ପୁରୀଙ୍କ ଅଭିନୟକୁ ମନେ ପକାଇଛନ୍ତି। କାରଣ ଫିଲ୍ମରେ ବର୍ଧାନ ଜଣେ ଅଭିଜ୍ଞତା ଥିବା ଅଭିନେତା ଭଳି ଅଭିନୟ କରିଛନ୍ତି। ଟ୍ରେଲର ରିଲିଜ ହେଉ ହେଉ ଦର୍ଶକମାନେ ଭଲ ରେସପନ୍ସ କରିଛନ୍ତି। ବର୍ଧାନଙ୍କ ବିପକ୍ଷରେ ଅଭିନେତ୍ରୀ ଶିବାଲିକା ଓବରୟ ନଜର ଆସିଛନ୍ତି। ଫିଲ୍ମ ନଭେମ୍ବର ୨୨ରେ ରିଲିଜ ହେବାକୁ ଯାଉଛି।

Share

Leave a Reply

Your email address will not be published. Required fields are marked *

seventeen − eleven =