ଇନ୍ଷ୍ଟାଗ୍ରାମରେ ମାତ୍ର ୮ଜଣଙ୍କୁ ଫଲୋ କରନ୍ତି ସଲମାନ, ନାଁ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମୁମ୍ବାଇ() ପିଲ୍ମ ଓ ଟିଭି ଶୋ ବ୍ୟତୀତ ସଲମାନ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ ରୁହନ୍ତି। ଟୁଇଟର, ଇନ୍ଷ୍ଟାଗ୍ରାମ ହେଉ ବା ଫେସବୁକ୍, ସବୁଥିରେ ସଲମାନଙ୍କର ଫ୍ୟାନ ଫଲୋଇଂ ବହୁତ ଅଧିକ ରହିଛି।ହେଲେ ସଲମାନଇନ୍ଷ୍ଟାଗ୍ରାମରେ ମାତ୍ର ୮ ଜଣଙ୍କୁ ଫଲୋ କରନ୍ତି।

ଇନ୍ଷ୍ଟା ଆକାଉଣ୍ଟରେ ଆୟୁଷ ଶର୍ମା, ଅତୁଲ ଅଗ୍ନିହୋତ୍ରୀ, ଅର୍ପିତା ଖାନ ଶର୍ମା, ଅରବାଜ ଖାନ, ଲୁଲିୟା ବନ୍ତୁର, ରେନେଜ ବେକ ସେଲ ଓ ଇସାବେଲ କୈଫ ସାମିଲ ଅଛନ୍ତି। ଏଥିରେ ସଲମାନ ଇସାବେଲଙ୍କୁ ଫଲୋ କରିଛନ୍ତି ସତ ହେଲେ ତାଙ୍କ ଭଉଣୀ କ୍ୟାଟ୍ରିନା କୈଫଙ୍କୁ ଫଲୋ କରିନାହାନ୍ତି।ଆଣଙ୍କୁ କହି ରଖୁଛୁ ଇସାବେଲ କୈଫ ହେଲେ କ୍ୟାଟ୍ରିନା କୈଫଙ୍କ ଭଉଣୀ । ପୂର୍ବରୁ ସଲମାନ ଏବଂ କ୍ୟାଟ୍ରିନାଙ୍କ ପ୍ରେମ ସମ୍ପର୍କ ରହିଥିଲା ।

Share

Leave a Reply

Your email address will not be published. Required fields are marked *

20 + 12 =