ଏହି ଚଳଚ୍ଚିତ୍ରକୁ ଟିକସ ମୁକ୍ତ କଲେ ସରକାର

ମୁମ୍ବାଇ() ରିଲିଜ୍ ହେବାକୁ ଯାଉଛି ତାପସୀ ପନ୍ନୁ ଓ ଭୂମି ପେଡନାକରଙ୍କ ଫିଲ୍ମ ‘ଷାଣ୍ଢ କି ଆଖ୍’। ଏହି ଫିଲ୍ମଟି ଦେଶର ସବୁଠୁ ବୟସ୍କ ସାର୍ପ ଶୁଟର୍ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ ଉପରେ ଆଧାରିତ। ମିହଳା ସଶକ୍ତିକରଣ ଓ କ୍ରୀଡ଼ା ପ୍ରୋତ୍ସାହନ ଉପରେ ନିର୍ମିତ ଏହି ଫିଲ୍ମଟିକୁ ପୂର୍ବରୁ ରାଜସ୍ଥାନ ସରକାର ଟାକ୍ସ ଫ୍ରି କରିସାରିଛନ୍ତି। ଆଉ ଏବେ ଉତ୍ତରପ୍ରଦେଶ ସରକାର ମଧ୍ୟ ଏହି ଫିଲ୍ମକୁ ଟାକ୍ସ ଫ୍ରି କରିଛନ୍ତି।

ଶୁଟର୍ ଦାଦୀ ତଥା ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଜୀବନ କାହାଣୀକୁ ନେଇ ତିଆରି ହୋଇଥିବା ଏହି ଫିଲ୍ମଟି ଆଜି ତଥା ଅକ୍ଟୋବର ୨୫ରେ ରିଲିଜ୍ ହୋଇଛି । ଏହାର ପ୍ରଯୋଜନା ଅନୁରାଗ କଶ୍ୟପ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ତୁଷାର ହିରାନନ୍ଦାନି।

Share

Leave a Reply

Your email address will not be published. Required fields are marked *

fifteen − 1 =