ମାସ୍କ ନପିନ୍ଧିଲେ ୫୦୦ ଫାଇନ୍

ଦିଲ୍ଲୀରେ ବଢୁଛି କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା । ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ସବୁ ସର୍ବସାଧାରଣ ସ୍ଥାନରେ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାସ୍କ ବ୍ୟବହାର ନକରି ଧରାପଡିଲେ ଦେବାକୁ ପଡିବ ୫୦୦ ଟଙ୍କା ଜରିମାନା । ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ୨୧୪୬ କେସ୍ ସାମ୍ନାକୁ ଆସିଛି । ଦିନକରେ ୮ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି । ପଜିଟିଭ୍ କେସ୍ ବଢୁଥିବା ଦେଖି ଏବେ ଚିନ୍ତାରେ ଦିଲ୍ଲୀ ସରକାର ।

Share

Leave a Reply

Your email address will not be published. Required fields are marked *

2 × 5 =