ବାଜପେୟୀଙ୍କ ଚରିତ୍ରରେ ନଜର ଆସିବେ  ରାମ ଅବତାର ଭାରଦ୍ୱାଜ

ମୁମ୍ବାଇ: ଭାରତୀୟ ରାଜନୀତିର  ଭୀଷ୍ମ ପିତାମହ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକ ସାରା ଦେଶ ମମର୍ାହତ ା ବଲିବୁଡ ଜଗତର ବହୁ କଳାକାର ବାଜପେୟୀଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ପାଥର୍ନା କରିଛନ୍ତି ା   ଇତି ମଧ୍ୟରେ ସୋସିଆଲ ମିଡିଆରେ ଏକ ଫଟୋ ଭଅଇରାଲ ହେବାରେ ଲାଗିଛି । ଏହି ଫଟୋଟି ହେଉଛି ପୂର୍ବ ପିଏମ ମନମୋହନ ସିଂଙ୍କ ଉପରେ ନିର୍ମିତ ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରଇମ ମିନିଷ୍ଟର’ରଏହି ଫିଲ୍ମରେ ମନମୋହନ ସିଂଙ୍କ ଭୂମିକାରେ ଅଭିନେତ ଅନୁପମ ଖେର ନଜର ଆସିବେ । ସେହିପରି ଅଭିନେତା ରାମ ଅବତାର ଭାରଦ୍ୱାଜ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକା ତୁଲାଇବେ । କିଛି ଦିନ ପୂବେ ଅନୁପମ ଖେର ଟ୍ୱିଟ କରି ଏହି ବିଷୟରେ ସେ ସୂଚନା ଦେଇଥିଲେ ।କହିରଖୁଛୁ ଯେ ଏହି ଫିଲ୍ମ ସଂଜୟ ବିରୁଙ୍କ ପୁସ୍ତକ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର : ଦ ମେକିଂ ଆଣ୍ଡ ଅନମେକିଂ ଅଫ ମନମୋହନ ସିଂ’ ଉପରେ ଆଧାରିତ । ଏହି ଫିଲ୍ମର ନିର୍ଦ୍ଦେଶନା ଭାର ତୁଲାଉଛନ୍ତି ବିଜୟ ରତ୍ନାକର ଗୁଟ୍ଟେ ।

 

Share

Leave a Reply

Your email address will not be published. Required fields are marked *

20 − 9 =