ସଲମାନ ଖାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ() ସଲମାନ ଖାନ୍ ୫୩ ବର୍ଷ ବୟସରେ ମଧ୍ୟ ଏବେ ଯାଏଁ ଅବିବାହିତ ଅଛନ୍ତି। ସଲମାନ ଖାନ୍ ଭାରତର ସବୁଠୁ ଜଣାଶୁଣା ଏବଂ ହ୍ୟାଣ୍ଡସମ୍ ଅଭିନେତା ମଧ୍ୟରୁ ଜଣେ। ଆଜି ଆମେ ବଲିଉଡର ଏକ ଏପରି ଅଭିନେତ୍ରୀଙ୍କ ବିଷୟରେ କହିବୁ ଯିଏ ସଲମାନ ଖାନଙ୍କ ସହ ବିବାହ କରିବାକୁ ଚାହୁଁଛନ୍ତି। ଆସନ୍ତୁ ଜାଣିବା ସେହି ଅଭିନେତ୍ରୀଙ୍କ ବିଷୟରେ …

୨୫ବର୍ଷ ବୟସ୍କା ଅଭିନେତ୍ରୀ ହେଉଛନ୍ତି ଉର୍ବଶୀ ରୌତେଲା। ଉର୍ବଶୀ ରୌତେଲା ବଲିଉଡର ସବୁଠୁ ସୁନ୍ଦରୀ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ଉର୍ବଶୀ ରୌତେଲାଙ୍କୁ ଏକ ଆଓ୍ବାର୍ଡ଼ ସମାରୋହରେ ପଚରାଯାଇଥିଲା ଯେ ବିବାହ ବିଷୟରେ ତାଙ୍କର ମତାମତ କ’ଣ? ତା’ପରେ କହିଥିଲେ ଯେ ଯଦି ସଲମାନ ଖାନ୍ ଚାହିଁବେ ତେବେ ସେ ତାଙ୍କୁ ବିବାହ କରିବେ। ଉର୍ବଶୀ ଏପରି ବୟାନ୍ ଅନେକ ଥର ଦେଇ ସାରିଛନ୍ତି। ସଲମାନ ଖାନ୍ କିନ୍ତୁ ଏ ବାବଦରେ କିଛି କହିନାହାନ୍ତି।

Share

Leave a Reply

Your email address will not be published. Required fields are marked *

12 − 4 =