ଆଇଏଏସ ଗଗନ ଧଳଙ୍କ ଇସ୍ତଫା

ଭୁବନେଶ୍ୱର() ଚାକିରୀରୁ ଇସ୍ତଫା ଦେଲେ ଆଇଏଏସ୍ ଗଗନ ଧଳ। ୧୯୮୫ ବ୍ୟାଚର ବରିଷ୍ଠ ଆଇଏଏସ୍ ଅଫିସର । ଗଗନ କୃଷି ଉତ୍ପାଦନ କମିଶନର ଭାବେ କାର୍ୟ୍ୟରତ ଥିଲେ । ୨୦୨୦ ଜାନୁଆରୀରେ ଗଗନ ଅବସର ନେଇଥାନ୍ତେ । ତେବେ କାର୍ୟ୍ୟକାଳ ସରିବା ପୂର୍ବରୁ ସେ ପଦବୀରୁ ଅବ୍ୟାହାତ ନେଇଛନ୍ତି ।

ଗତକାଲି ରାଜ୍ୟ ସରକାର ଆଇଏଏସ ସ୍ତରରେ ବଡ ଧରଣର ଅଦଳବଦଳ ହୋଇଥିଲା । ସେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା ନେଇ ଚର୍ଚ୍ଚା ହେଉଛି।

Share

Leave a Reply

Your email address will not be published. Required fields are marked *

3 + one =