ଟିଭି ଦୁନିଆକୁ ଫେରିବେ ବିପାସାଙ୍କ ସ୍ୱାମୀ

ପୁଣି ଟିଭି ଦୁନିଆକୁ ଫେରିବେ ବିପାସା ବାସୁଙ୍କ ସ୍ୱାମୀ କରନ୍ ସିଂହ ଗ୍ରୋଭର। ତାଙ୍କୁ ‘କସୌଟୀ ଜିନ୍ଦେଗୀ କୀ-୨’ରେ ଦେଖିବାକୁ ମିଳିବ। ଧାରାବାହିକର ଆଇକୋନିକ୍ କ୍ୟାରେକ୍ଟର ମିଷ୍ଟର ବଜାଜ ତଥା ଭୂଷଣ ବଜାଜ ଚରିତ୍ରରେ ତାଙ୍କୁ ଦେଖିବାକୁ ମିଳିବ। ଏହି ଚରିତ୍ର ପାଇଁ କରନ୍ ୱାହୀଙ୍କ ନାଁ ବି ସାମ୍ନାକୁ ଆସିଥିଲା। ଏବେ ଖବର ଆସିଛି ଯେ ଏହି ଚରିତ୍ର ପାଇଁ ଏବେ କରନ୍ ସିଂହ ଗ୍ରୋଭରଙ୍କୁ ଆପ୍ରୋଚ କରାଯାଇଛି।

କରନ୍ ସିଂହଙ୍କୁ ଏକ୍ତା କପୁର ମିଷ୍ଟର ବଜାଜ୍ ଚରିତ୍ର ପାଇଁ ଆପ୍ରୋଚ୍ କରିଛନ୍ତି। କରନ୍ କଣ୍ଟ୍ରାକ୍ଟ ସାଇନ୍ କରିବା ପ୍ରୋସେସ୍ରେ ଅଛନ୍ତି। କରନ୍ ଅନେକ ଦିନ ହେବ ଛୋଟ ପରଦାରୁ ଗାଏବ୍ ଥିଲେ। ଏହା ପୂର୍ବରୁ ସେ ‘ଦିଲ୍ ମିଲ୍ ଗଏ’ ଓ ‘କବୁଲ୍ ହୈ’ ଭଳି ହିଟ୍ ଶୋ’ ଦେଇ ସାରିଛନ୍ତି।

Share

Leave a Reply

Your email address will not be published. Required fields are marked *

seven + 12 =