ପ୍ରଧାନମନ୍ତ୍ରୀ କେଉଁ ବହି ଲେଖିଛନ୍ତି ଜାଣିଛନ୍ତି କି ?

ନୂଆଦିଲ୍ଲୀ () ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛୋଟ ଛୋଟ କଥା ବି ସାଧାରଣ ଲୋକ ଜାଣିବା ପାଇଁ ପସନ୍ଦ କରିଥାନ୍ତି । ହେଲେ ଆପଣ ଜାଣିଛନ୍ତି କି ମୋଦି କେଉଁ ବହି ଲେଖିଛନ୍ତି ? ତେବେ ଆସନ୍ତୁ ଜାଣିବା …

ପ୍ରଧାନମନ୍ତ୍ରୀ ମୋଦି ‘ଜ୍ୟୋତିପୁଂଜ’ ନାମକ ଏକ ବହି ଲେଖିଛନ୍ତି ।ଏହି ବହିରେ ପରମ୍ପରା,ଜୀବନର ଅର୍ଥ ଏବଂ ମୋଦିଙ୍କ ନିଜ ଜିବନୀ ଉପରେ ଲେଖାଯାଇଛି । ଗୋଟିଏ ବହିର ମୁଲ୍ୟ ୪୦୦ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

14 + twelve =