ଏହି ତିନି ରାଶିର ବୋହୁମାନେ ଶାଶୁଙ୍କୁ ପକାନ୍ତି ଅସୁବିଧାରେ

ଶାଶୁ ବୋହୁର ସମ୍ପର୍କ ଖୁବ ସୁନ୍ଦର ହୋଇଥାଏ । କିନ୍ତୁ ଏପରି ବୋହୂ ଅଛନ୍ତି ଯେଉଁମାନଙ୍କର ଶାଶୁଙ୍କ ସହ ସମ୍ପର୍କ ଭଲ ପଡେନାହିଁ । ତେବେ ଅଜି ଆମେ ଆପଣଙ୍କୁ ଏହି ରାଶିର ଝିଅମାନଙ୍କ ବିଷୟରେ କହିବା ପାଇଁ ଯାଉଛୁ । ଯେଉଁମାନଙ୍କର ବିବାହ ପରେ ଶାଶୁଙ୍କ ସହ କେବେବତ ପଡିନଥାଏ ।

ମେଷ ରାଶି- ମେଷ ରାଶିର ଝିଅମାନେ କାହା ଅଧିନରେ ରହିବାକୁ ପସନ୍ଦ କରିନଥାନ୍ତି । ଏହା ସହ ତାଙ୍କର କୌଣସି କାମରେ ତାଙ୍କ ଶାଶୁ ଦଖଲ ଦେବା ଏହି ରାଶିର ଝିଅମାନେ ପସନ୍ଦ କରିନଥାନ୍ତି ।

ମକର ରାଶି-ମକର ରାଶିର ଝିଅମାନେ ଖୁବ ଜିଦି ସ୍ୱାଭାବର ହୋଇଥାନ୍ତି । ତାସହ ଏହି ରାଶିର ଝିଅମାନେ ଘରର କାମ କରିବା ପାଇଁ ପସନ୍ଦ କରିନଥାନ୍ତି । ଏହି ରାଶିର ଝିଅ ମାନେ ବାହାରେ ରହିବା ପାଇଁ ପସନ୍ଦ କରିଥାନ୍ତି । ଏମାନେ ବି ଶାଶୁଙ୍କ ଅଟକରେ ରହିବା ପାଇଁ ପସନ୍ଦ କରିନ୍ତି ନାହିଁ ।

କନ୍ୟା ରାଶି- ଏହି ରାଶିର ଝିଅ ମାନେ ଦେଖିବା ପାଇଁ ଖୁବ ସୁନ୍ଦର ହୋଇଥାନ୍ତି । ଏମାନେ ନିଜ ସାଥୀଙ୍କୁ ନିଜ ଅଧିନରେ ରଖିଥାନ୍ତି । ଏହି କାରଣରୁ ଏହି ରାଶିର ଝିଅମାନଙ୍କ ନିଜ ଶାଶୁଙ୍କ ସହ ସମ୍ପର୍କ ଭଲ ରହେନାହିଁ ।

Share

Leave a Reply

Your email address will not be published. Required fields are marked *

15 − fourteen =