ୟାରମ’ର ପ୍ରଥମ ଟ୍ରେଲର୍ ରିଲିଜ,ଦେଖନ୍ତୁ ଭିଡିଓ

ମୁମ୍ବାଇ () ରିଲିଜ ହେଲା ‘ୟାରମ୍’ର ପ୍ରଥମ ଟ୍ରେଲର । ତ୍ରୀକୋଣୀୟ ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମଟି ପ୍ରସ୍ତୁତ ହୋଇଛି । ସିନେମାରେ ତିନି ଜଣ ସାଙ୍ଗ ଭାବେ ପ୍ରତୀକ ବବର୍, ସିଦ୍ଧାର୍ଥ କପୁର୍ ଏବଂ ଇଶିତା ରାଜଙ୍କୁ ଦେଖିବାକୁ ମିଳିଛି ।

‘ୟାରମ୍’ର ପ୍ରଯୋଜନା ବିଜୟ ମୁଲଚନ୍ଦାନୀ କରିଥିବାବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତି ଓଭାଇସ୍ ଖାନ୍ । ୧୮ ଅକ୍ଟୋବରରେ ଏହି ଫିଲ୍ମ ପରଦାକୁ ଆସିବ ।

Share

Leave a Reply

Your email address will not be published. Required fields are marked *

three × three =