ପ୍ରଥମ ଦିନରେ ୧୮.୫୦କୋଟି

ମୁମ୍ବାଇ() ଫିଲ୍ମି ଫ୍ରାଇଡେରେ ରିଲିଜ ହୋଇଛି ସୁପରଷ୍ଟାର ଅକ୍ଷୟକୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ “ହାଉସଫୁଲ ୪” ।ଫରହାଦ ସାମଜୀଙ୍କ ଦ୍ୱାରା ନିର୍ଦ୍ଦେଶିତ “ହାଉସଫୁଲ ୪”୨୫ଅକ୍ଟୋବରରେ ରିଲିଜି ହୋଇଛି ।ଅକ୍ଷୟ କୁମାରଙ୍କ ସହ କୃତି ସେନନ, ରିତେଶ ଦେଶମୁଖ, କୃତି ଖରବନ୍ଦା, ବବି ଦେଓଲ ଓ ପୂଜା ଗର୍ଗ ମୁଖ୍ୟଭୂମିକାରେ ନଜରକୁ ଆସିଛନ୍ତି ।

ଏହି ଫିଲ୍ମଟି ରିଲିଜ ହେବାର ଓପନିଙ୍ଗ ଦିନରେ ହିଁ ଦର୍ଶକଙ୍କ ମନ କିଣି ନେଇଛି ।ଏହି ଫିଲ୍ମଟି ୧୮.୫୦କୋଟି ଟଙ୍କା ବ୍ୟବସାୟ କରିଥିବା ସାମନାକୁ ଆସିଛି । ଓପନିଙ୍ଗ ଦିନର ଆୟକୁ ଦେଖିବାକୁ ଗଲେ ଏହି ଫିଲ୍ମ “ହାଉସଫୁଲ” ସିରିଜର ସବୁଠାରୁ ବଡ଼ ଓପନର ଫିଲ୍ମ ହୋଇଛି ।

Share

Leave a Reply

Your email address will not be published. Required fields are marked *

twenty − 2 =