ଫେବୃଆରୀ ୨୨ରୁ ମାଟ୍ରିକ ପରୀକ୍ଷା

ଆସନ୍ତା ଫେବୃଆରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ଘୋଷଣା କରାଯାଇଛି । ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ସଭାପତି ଜାହାନାରା ବେଗମ ଆଜି ଏହି ସୂଚନା ଦେଇଛନ୍ତି । ଫେବୃଆରୀ ୨୨ରେ ଓଡିଆ, ୨୫ରେ ଇଂରାଜୀ, ୨୭ରେ ହିନ୍ଦି, ୨୮ରେ ସଂସ୍କୃତ ଓ ମାର୍ଚ୍ଚ ୨ରେ ଗଣିତ,୬ରେ ବିଗ୍ୟାନ, ୮ରେ ସାମାଜିକ ବିଗ୍ୟାନ ପରୀକ୍ଷା ହେବାର ସୂଚୀ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

three + 2 =