ଗେହେଲଟ ମୁଖ୍ୟମନ୍ତ୍ରୀ ପାଇଲଟ ଉପମୁଖ୍ୟମନ୍ତ୍ରୀ

ବହୁ ପ୍ରତିକ୍ଷୀତ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦରେ ଅଧିÂିତ ହେବେ ଅଶୋକ ଗେହେଲଟ । ତାଙ୍କ ସହିତ ସଚିନ ପାଇଲଟ ଉପ ମୁଖ୍ୟମନ୍ତ୍ରୀ ପଦରେ ରହିବେ । ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଗତ ୩ଦିନ ଧରି ଚାଲିଥିବା ମାରାଥନ କସରତ ପରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧି ଆଜି ଏହି ନିଷ୍ପତି ଘୋଷଣା କରିଛନ୍ତି । ପୁର୍ବରୁ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ କମଳନାଥଙ୍କ ନାଁରେ ହାଇକମାଣ୍ଡ ମୋହର ମାରିସାରିଛନ୍ତି । ଶ୍ରୀ କମଳନାଥ ଆସନ୍ତା ୧୭ତାରିଖରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ।

Share

Leave a Reply

Your email address will not be published. Required fields are marked *

one × 1 =