ଚେକ ବୁକରେ ଥିବା ଏହି ନମ୍ବରର ଅର୍ଥ କଣ ଜାଣନ୍ତୁ

ଭୁବନେଶ୍ୱର() ବ୍ୟାଙ୍କରେ ଆକାଉଣ୍ଟରେ ଥାଇ ମଧ୍ୟ ଅଧିକାଂଶ ଲୋକେ ଚେକ ବୁକ୍ ବିଷୟରେ ଅଧିକ ଜାଣି ନଥାନ୍ତି। ହେଲେ ଚେକ୍ ଉପରେ ଲେଖାଯାଇଥିବା ସୂଚନା ବିଷୟରେ ଜାଣିବା ଜରୁରୀ।

MICR କୋଡ- ଏହାର ଅର୍ଥ ହେଉଛି ମ୍ୟାଗ୍ନେଟିକ୍ ଇଙ୍କ କେରେକ୍ଟର ରେକଗନିସନ। ଏହି କୋଡ ଦ୍ବାରା ବ୍ୟାଙ୍କର ସବୁ ଜରୁରୀ ସୂଚନା ଜାଣିହେବ। ଏହି ନମ୍ବର ବ୍ୟାଙ୍କୁ ଅନ୍ୟ ବ୍ରାଞ୍ଚ ବିଷୟରେ ଜାଣିବା ପାଇଁ ସାହାଯ୍ୟ କରେ।

MICR କୋଡ ପୂର୍ବରୁ ପ୍ରଥମେ ୩ଟି ସଂଖ୍ୟାର ସିଟି କୋଡ ଦେଇଥାଏ। ଏହି ନମ୍ବର ଦେଖିଲେ ଜଣା ପଡଡିବ ଯେ କେଉଁ ସହରରୁ ଚେକ୍ ଆସିଛି।

MICR କୋଡର ଶେଷ ୩ଟି ସଂଖ୍ୟା ବ୍ରାଞ୍ଚ କୋଡରେ ହୋଇଥାଏ। ପ୍ରତି ବ୍ୟାଙ୍କରେ ଅଲଗା ଅଲଗା ବ୍ରାଞ୍ଚ କୋଡ ଥାଏ। ବ୍ରାଞ୍ଚ କୋଡ ଜାଣିବା ଜରୁରୀ କାରଣ ପ୍ରତି ଟ୍ରାନ୍ଜାକ୍ସନରେ ଏହା ବ୍ୟବହାର ହୋଇଥାଏ।

Share

Leave a Reply

Your email address will not be published. Required fields are marked *

two × 2 =