ୟୁଟ୍ୟୁବ ଚ୍ୟାନେଲ ଖୋଲିଲେ ଆକାଶ

ଭୁବନେଶ୍ୱର () ଅଭିନେତା ଆକାଶ ଦାସନାୟକ ନିଜର ୟୁଟ୍ୟୁବ୍ ଚ୍ୟାନେଲ୍ ଖୋଲିଛନ୍ତି। ଯାହାର ନାଁ ରହିଛି ‘ଆକାଶ ଇନ୍ସ୍ପାୟାରସ୍’। ଏହି ଚ୍ୟାନେଲ୍ ମାଧ୍ୟମରେ ଆକାଶ ନିଜ ଦୈନନ୍ଦିନ ଜୀବନର ଅନୁଭୂତି ବାଣ୍ଟିବା ସହ ବିଭିନ୍ନ ପ୍ରେରଣାଦାୟକ କାହାଣୀ ମଧ୍ୟ ଶେଆର କରୁଛନ୍ତି। ଗତ ମାସ ୧୫ତାରିଖରେ ଆକାଶ ନିଜ ୟୁଟ୍ୟୁବ୍ ଚ୍ୟାନେଲ୍ରେ ପ୍ରଥମ ଭିଡିଓ ଶେଆର କରିଥିଲେ। ଏହି ଭିଡିଓରେ ସେ ସ୍ୱାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଆଗକୁ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ ଭିଡିଓ ଶେଆର କରିବେ ବୋଲି କହିଥିଲେ।

Share

Leave a Reply

Your email address will not be published. Required fields are marked *

eleven + two =