ପ୍ରଥମ ଦିନରେ ୧୦ କୋଟି

ମୁମ୍ବାଇ() ବକ୍ସ ଅଫିସରେ ଧମାଲ କରିଛି ଫିଲ୍ମ ‘ଡ୍ରିମ ଗାର୍ଲ’ା ଆୟୁଷ୍ମାନ୍ ଖୁରାନା ଏବଂ ନୁସରତ ଭାରୁଚା ଅଭିନୀତ ଏହି ଫିଲ୍ମଟି ପ୍ରଥମ ଦିନ ୧୦.୦୫କୋଟି ଟଙ୍କାର କଲେକ୍ସନ କରିଛି।ଆୟୁଷ୍ମାନ ଖୁରାନାଙ୍କ ଏବେ ଯାଏଁର ସବୁଠୁ ବଡ଼ ଓପନର। ଏହି ଫିଲ୍ମରେ ଆୟୁଷ୍ମାନ ଏବଂ ନୁସରତଙ୍କ ବ୍ୟତୀତ ଅନ୍ନୁ କପୁର,ମନଜୋତ ସିଂହ,ବିଜୟ ରାଜ,ଅଭିଷେକ ବାନାର୍ଜୀ,ରାଜେଶ ଶର୍ମା ଏବଂ ନିଧି ବିଷ୍ଟଙ୍କ ମୁଖ୍ୟ ଭୂମିକା ରହିଛି। ରାଜ ସାଣ୍ଡିଲ୍ୟ ସ୍କ୍ରିନପ୍ଲେ ଏବଂ ଡାଏଲଗ ଲେଖିବା ସହ ଫିଲ୍ମର ନିର୍ଦେଶନା ଦେଇଛନ୍ତି।

Share

Leave a Reply

Your email address will not be published. Required fields are marked *

three × 5 =