Latest ରାଜ୍ୟ ଶ୍ରୀମନ୍ଦିର ପରିକ୍ରମାକୁ ଖିମଜୀ ଫାଉଣ୍ଡେସନରୁ ୧୧ ଲକ୍ଷ ସହାୟତା April 12, 2021April 12, 2021 admin 0 Comments Dr Krishan Kumar Chief Administrator, KHIMJI Foundation, Shree Jagannatha Temple, ShreeMandira Parikrama Project, SJTA ଭୁବନେଶ୍ୱର: ଆଜି ଖିମଜୀ ଫାଉଣ୍ଡେସନର ନିର୍ଦ୍ଦେଶକ ମିତେଶ ଖିମଜୀ ଏବଂ ସୁମିତଖିମଜୀ ଶ୍ରୀ ଜଗନ୍ନାଥ ମନ୍ଦିରର ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ବିକାଶ ପାଇଁ ୧୧ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ଏହି ଚେକ୍ କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ଼. କ୍ରିଷ୍ଣନ୍ କୁମାରଙ୍କୁ ପ୍ରଦାନ କରାଯାଇଥିଲା | Share