ଦେଶରେ ମୃତ୍ୟୁ ସଂଖ୍ୟା ୪୫୩୧କୁ ବୃଦ୍ଧି

ନୂଆଦିଲ୍ଲୀ () ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ରେ ପହଁଚିଛି । ସେମାନଙ୍କ ମଧ୍ୟରୁ ୬୭୬୯୧ ଜଣ ସୁସ୍ଥ ହୋଇଥିବାବେଳେ ୪୫୩୧ ଜଣ ମୃତୁ୍ୟବରଣ କରିଛନ୍ତି । ଅପରପକ୍ଷରେ ୮୬୧୧୦ ଜଣ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହି ତଥ୍ୟ ପ୍ରଦାନ କରାଯାଇଛି ।
ଆନ୍ଧ୍ରପ୍ରଦେଶ – ୩୧୭୧, ଆସାମ -୭୮୧, ବିହାର – ୩୦୬୧, ଚଣ୍ଡୀଗଡ଼ – ୨୭୯, ଛତିଶଗଡ଼ – ୩୬୯, ଦିଲ୍ଲୀ -୧୫୨୫୭, ଗୋଆ – ୬୮, ଗୁଜୁରାଟ , ୧୫୧୯୫,
ହରିୟାଣା – ୧୩୮୧, ହିମାଚଳ ପ୍ରଦେଶ – ୨୭୩, ଜାମ୍ମୁକାଶ୍ମୀର – ୧୯୨୧, ଝାରଖଣ୍ଡ – ୪୪୮, କର୍ଣ୍ଣାଟକ – ୨୪୧୮, କେରଳ – ୧୦୦୪, ମଧ୍ୟପ୍ରଦେଶ – ୭୨୬୧,  ମହାରାଷ୍ଟ୍ର – ୫୬୯୪୮, ଓଡ଼ିଶା – ୧୬୬୦, ପଞ୍ଜାବ – ୨୧୩୯, ରାଜସ୍ଥାନ – ୭୭୦୩, ତାମିଲନାଡ଼ୁ – ୧୮୫୪୫, ତେଲେଙ୍ଗାନା – ୨୦୯୮,ଉତରାଖଣ୍ଡ- ୪୬୯,
ଉତରପ୍ରଦେଶ – ୬୯୯୧, ପଶ୍ଚିମବଙ୍ଗ – ୪୩୩୨ ।

Share

Leave a Reply

Your email address will not be published. Required fields are marked *

three + twenty =