ଖରାଛୁଟିରେ ଚାଲିବ ସ୍ୱତନ୍ତ୍ର କ୍ଲାସ

ଭୁବନେଶ୍ୱର() ଖରାଛୁଟିରେ ଚାଲିବ ସ୍ୱତନ୍ତ୍ର କ୍ଲାସ । ଖରାଛୁଟିରେ ସ୍କୁଲ ଆସିବେ ଶିକ୍ଷକ । ଖରାଛୁଟିରେ ଦୁର୍ବଳ ଛାତ୍ରଙ୍କ କ୍ଲାସ ନେବେ ଶିକ୍ଷକ । ଏନେଇ ଆଜି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଆଗାମୀ ଗ୍ରୀଷ୍ମଛୁଟିରେ ଶିକ୍ଷକମାନେ ଛୁଟି ନେଇପାରିବେ ନାହିଁ । ଏହି ସମୟରେ ବିଦ୍ୟାଳୟର ଦୁର୍ବଳ ଛାତ୍ରଛାତ୍ରୀଙ୍କ କ୍ଲାସ ନେବେ ଶିକ୍ଷକ ।

Share

Leave a Reply

Your email address will not be published. Required fields are marked *

fifteen + 14 =