ପୁଣି ବଢିବ ଲକଡାଉନ ଅବଧି !

ନୂଆଦିଲ୍ଲୀ() କରୋନା ମହାମାରୀର ମୁକାବିଲା ଲାଗି ଦେଶରେ ଜାରି ରହିଥିବା ଲକଡାଉନ୍-୪ ଆସନ୍ତା ୩୧ ତାରିଖରେ ଶେଷ ହେବାକୁ ଯାଉଛି । କେନ୍ଦ୍ର ସରକାର ଲକଡାଉନ୍ ଅବଧିକୁ ବଢ଼ାଇବାକୁ ଯୋଜନା କରିଥିବାର ଖବର ମିଳିଛି । ଆସନ୍ତା ୩୧ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ରେଡିଓ କାର୍ୟ୍ୟକ୍ରମ ‘ମନ କି ବାତ୍’ରେ ଏହି ଘୋଷଣା କରିପାରନ୍ତି। ତେବେ ଜୁନ ପହିଲାରୁ ଲକଡାଉନ୍-୫ ବେଳେ ଅନେକ କଟକଣାକୁ କୋହଳ କରାଯିବାର ସମ୍ଭାବନା ରହିଛି । ଏସଂପର୍କରେ ନିଷ୍ପତ୍ତି ନେବାଲାଗି ରାଜ୍ୟ ସରକାରମାନଙ୍କୁ ଅଧିକ କ୍ଷମତା ଦିଆଯାଇପାରେ ।

ତେବେ ଦେଶର ୧୧ଟି ସହରରେ କଟକଣା କୋହଳ ହେବାର ସମ୍ଭାବନା କମ୍। ଏହି ୧୧ଟି ସହରକୁ କରୋନା ହଟ୍ ସ୍ପଟ୍ ରୂପେ ବିଚାର କରାଯାଉଛି । ଦେଶରେ ଦେତେ କରୋନା ମାମଲାର ରେକର୍ଡ କରାଯାଉଛି ତାହାର ୭୦ ଭାଗ କେବଳ ଏହି ୧୧ଟି ସହରରେ ରହିଛି । ଏହି ସହରଗୁଡ଼ିକ ହେଲା- ଦିଲ୍ଳୀ, ମୁମ୍ବାଇ, ବେଙ୍ଗାଲୁରୁ, ପୁଣେ, ଥାନେ, ଇନ୍ଦୋର, ଚେନ୍ନାଇ, ଅହମ୍ମଦାବାଦ, ଜୟପୁର, ସୁରଟ ଏବଂ କୋଲକା

Share

Leave a Reply

Your email address will not be published. Required fields are marked *

6 + twelve =