ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ () ନିର୍ଭୟା ଦୋଷୀ ଅକ୍ଷୟର କ୍ୟୁରେଟିଭ୍ ପିଟିସନ୍ ଖାରଜ କଲେ ସୁପ୍ରିମ କୋର୍ଟ।୫ ଜଣିଆ ଖଣ୍ଡପୀଠ ଅକ୍ଷୟର ଆବେଦନକୁ ଖାରଜ କରି ଦେଇଛନ୍ତି । ଜଷ୍ଟିସ୍ ଏନ୍ଭି ରମଣ, ଅରୁଣ ମିଶ୍ର, ରୋହିନଟନ ନରିମ୍ୟାନ , ଆର୍ ଭାନୁମତି , ଅଶୋକ ଭୂଷଣଙ୍କ ଖଣ୍ଡପୀଠ ଏହି ପିଟିସନ୍ର ଶୁଣାଣୀ କରିଥିଲେ ।

ଫାଶୀ ଦଣ୍ଡ ଉପରେ ରୋକ୍ ଲଗାଇବା ପାଇଁ ଏହି ପିଟିସନ୍ ଦାୟର କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

5 × 2 =