ପାଟକୁରା ଗଣତି ଦିନ ବେଫିକର ନବୀନ, ସବୁଦିନ ପରି ଆଜି ଜଗିଙ୍ଗ ଓ ବ୍ୟାୟାମ

ଭୁବନେଶ୍ୱର () ପାଟକୁରା ଗଣତି ପାଇଁ ପ୍ରାର୍ଥୀ ଓ ଦଳର ନେତାମାନେ ଚିନ୍ତାରେ ଥିବା ବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ କିନ୍ତୁ ବେଫିକର ଥିଲେ । କାରଣ ତାଙ୍କ ସରକାର ଓ ତାଙ୍କ ପ୍ରଶାସନ ଉପରେ ଦୃଢ ବିଶ୍ବାସ ରହିଛି । କେନ୍ଦ୍ରାପଡା ତାଙ୍କ ପିତା ବିଜୁ ପଟନାୟକଙ୍କ ଗଡ଼ ଥିଲା । ତେଣୁ ବିଜେଡି ପ୍ରତି କେନ୍ଦ୍ରାପଡ଼ାବାସୀଙ୍କ ଭଲ ପାଇବା ରହିଛି । ଏହି ଭଲ ପାଇବା ହିଁ ତାଙ୍କ ପ୍ରାର୍ଥୀଙ୍କୁ ଜିତାଇବ । ତେଣୁ ଆଜି ସକାଳୁ ସବୁ ନେତା ଟିଭିରେ ଫଳାଫଳ ଉପରେ ନଜର ରଖିଥିବା ବେଳେ ନବୀନ ବ୍ୟାୟାମ ଓ ଜଗିଙ୍ଗ କରୁଛନ୍ତି । ଦେଖନ୍ତୁ ଏହି ଭିଡିଓ ।

Share

Leave a Reply

Your email address will not be published. Required fields are marked *

one × 4 =